କଏଦୀ ନମ୍ବର ୧୫୫୨୮, ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ବର୍ତ୍ତମାନ ଜେଲର କାଳ କୋଠରୀରେ
କଏଦୀ ନମ୍ବର ୧୫୫୨୮। ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ବର୍ତ୍ତମାନ ଜେଲର କାଳ କୋଠରୀରେ । କୋର୍ଟର ରାୟ ଆସିବା ପରେ ବର୍ତ୍ତମାନ ସେ ନେତା ନୁହନ୍ତି କଏଦୀ । କେବଳ ଗୋଟିଏ ଭୁଲ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା । ଏବେ ରାଜନେତାରୁ ସେ ବନିଗଲେ ଅପରାଧୀ । ଆଜୀବନ କାରାଦଣ୍ଡ ତ ଭୋଗିବେ ତା'…