Below header
Browsing Tag

2024 election

ନିର୍ବାଚନ ମଇଦାନରେ ଝିଅ ଉତ୍ତରାଧିକାରୀ: କିଏ ଲୋକସଭା ତ ଆଉ କିଏ ବିଧାନସଭା ପାଇଁ ଲଢୁଛନ୍ତି

କେନ୍ୟୁଜ : ନିର୍ବାଚନ ମଇଦାନରେ ଝିଅ ଉତ୍ତରାଧିକାରୀ । ୨୦୨୪ ନିର୍ବାଚନରେ ମଙ୍ଗ ଧରିଛନ୍ତି ୧୦ ପୁରୁଖା ନେତାଙ୍କ ଝିଅ । କହିବାକୁ ଗଲେ ବାପାଙ୍କ ବାଟରେ ଝିଅ । କିଏ ଲୋକସଭା ତ ଆଉ କିଏ ବିଧାନସଭା ନିର୍ବାଚନ ଲଢୁଛନ୍ତି । ନିଜ ବାପାଙ୍କ ଲୋକପ୍ରିୟତା ଆଧାରରେ ଝିଅମାନଙ୍କୁ ପ୍ରାର୍ଥୀ କରିଛନ୍ତି…

ରାଜ୍ୟରେ ନିର୍ବାଚନ ପାଇଁ ଅତିରିକ୍ତ ୧୦ କଂପାନୀ ସଶସ୍ତ୍ର ପୋଲିସ ମୁତୟନ

ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ପାଇଁ ଅତିରିକ୍ତ ୧୦ କଂପାନୀ ସଶସ୍ତ୍ର ପୋଲିସ ମୁତୟନ । ମୁକ୍ତ, ଅବାଧ ଓ ସ୍ବଚ୍ଛ ନିର୍ବାଚନ ପାଇଁ ଆଉ ୧୦ କଂପାନୀ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି । ଗଜପତି,ଗଂଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ସୋନପୁର,…

ସଚେତନତା ସୃଷ୍ଟି କରୁଛନ୍ତି ଜୟପୁରର ଏହି ମହିଳା, ଚାଉଳ ଦାନା ଉପରେ ଲେଖିଲେ, ‘ଆପଣଙ୍କ ଭୋଟ୍‌ ଆପଣଙ୍କ ଶକ୍ତି’

ରାଜସ୍ଥାନର ଜୟପୁରରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନିଜର କଳା ଜରିଆରେ ଲୋକମାନଙ୍କୁ ମତଦାନ ନେଇ ସଚେତନ କରୁଛନ୍ତି । ଗୋଟିଏ ପଟେ ଦେଶରେ ଲୋକସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ବିଜୟ ପାଇଁ ଜନତାଙ୍କୁ ମନାଉଥିବା ବେଳେ ଅନ୍ୟପଟେ ଏହି ମହିଳାଙ୍କୁ ନେଇ…

ମତଦାନ ପାଇଁ ସରକାରୀ ଛୁଟି ଘୋଷଣା, ଦୂର ସ୍ଥାନକୁ ଭୋଟ ଦେବାକୁ ଗଲେ ୨ ଦିନ ସ୍ବତନ୍ତ୍ର ଛୁଟି

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି । ନିର୍ବାଚନ ପରିଚାଳନାରେ ନିୟୋଜିତ…

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର(କେନ୍ୟୁଜ):  ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । ଆଜି ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି ।  ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। କିଏ କେଉଁଠାରୁ ଲଢ଼ିବେ ଜାଣନ୍ତୁ ସୁନ୍ଦରଗଡ଼ରୁ କୁସୁମ ଟେଟେ ଧାମନଗରରୁ…

ବିଜେପି ପ୍ରାର୍ଥୀ ତାଲିକାକୁ ଅପେକ୍ଷା, ଦୁଇ ଦିନ ଭିତରେ ଆସିବ ବାକି ଥିବା ୩ ସାଂସଦଙ୍କ ନାଁ

ଭୁବନେଶ୍ୱର (କେନ୍ୟୁଜ): ଦିନେ ଦୁଇ ଦିନରେ ଆସିବା ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା । ନାଁ ଚୂଡ଼ାନ୍ତ ହୋଇଛି । ତାଲିକାରେ ମୋହର ମାରିଛି କେନ୍ଦ୍ରୀୟ ନିର୍ବାଚନ କମିଟି । ଏବେ ଘୋଷଣାକୁ ଅପେକ୍ଷା ରହିଛି । ବର୍ତ୍ତମାନ ଥିବା ୨୨ ବିଧାୟକଙ୍କ ଭିତରୁ କେତେ ରିପିଟ ହେବେ ? କାହାର କଟିବ ଟିକେଟ…

ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ, ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା

ଭୁବନେଶ୍ୱର (କେନ୍ୟୁଜ): ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ । ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନବୀନଙ୍କ ବିଜୟ ମନ୍ତ୍ର । ନିର୍ବାଚନ ମଣ୍ଡଳୀରେ ସମନ୍ବୟ ରଖି କାର୍ଯ୍ୟ କରିବା ପାଇଁ କହିଛନ୍ତି । ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ…

ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା। ବରଗଡ଼ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ଦେଇଛି ବିଜେପି । ସାଂସଦ ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତଙ୍କୁ ଦଳ ଟିକେଟ ଦେଇଛି । ୨୦୧୯ରେ ସୁରେଶ ପୂଜାରୀ ପ୍ରାୟ ୬୪ ହଜାର ଭୋଟ୍ ବ୍ୟବଧାନରେ ବରଗଡ଼ରୁ…

ନବୀନ ନିବାସରେ ୨୦୨୪ର ବିଜୟ ମନ୍ତ୍ର, ୧୭ ଲୋକସଭା ଓ ୧୧୯ ବିଧାନସଭାର ସମୀକ୍ଷା ସରିଲାଣି

ନବୀନ ନିବାସରେ ୨୦୨୪ର ବିଜୟ ମନ୍ତ୍ର ଦେଉଛନ୍ତି ବିଜେଡି ସୁପ୍ରିମୋ । ବର୍ତ୍ତମାନ ସୁଦ୍ଧା ୧୭ ଲୋକସଭା ଓ ୧୧୯ ବିଧାନସଭାର ସମୀକ୍ଷା ସରିଲାଣି । ଆଜି ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର, କଟକ ଓ ଜଗତସିଂହପୁରର ମାନସମନ୍ଥନ କରାଯାଇଥିଲା । ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ରେସରେ ଆଗରେ…

ନବୀନ ନିବାସରେ ୨୪ ମହାଲଢ଼େଇ ବ୍ଲୁ ପ୍ରିଣ୍ଟ, ଆସନ୍ତା ପ୍ରଥମ ସପ୍ତାହରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା !

ଭୁବନେଶ୍ଵର : ନବୀନ ନିବାସରେ ପ୍ରସ୍ତୁତ ହେଉଛି ୨୪ ମହାଲଢ଼େଇ ବ୍ଲୁ ପ୍ରିଣ୍ଟ। ୱାର୍ ରୁମରେ ଚାଲିଛି ଟିକେଟ କସରତ। ଏହା ଭିତରେ ୧୧ ସଂସଦୀୟ କ୍ଷେତ୍ର ସହ ୭୭ ବିଧାନସଭା ଆସନ ଉପରେ ସମୀକ୍ଷା ସରିଛି। ସବୁ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ସମୀକ୍ଷା ସରିବା ପରେ ଆସନ୍ତା ମାସ ପ୍ରଥମ ସପ୍ତାହରେ…