ରାଶିଫଳ : ଆଜି ପିଲାଙ୍କ ପାଇଁ ଦିନଟି ଖୁସିରେ କଟିବ

କୌଣସି କାମରେ ଲାଭ ମିଳିବ । ସାଙ୍ଗର ସାହାଯ୍ୟ ମିଳିବ । ଜୀବନସାଥି ସହ କଳହ ସୃଷ୍ଟି ହୋଇପାରେ । କାର୍ଯ୍ୟ ପାଇଁ ଚିନ୍ତିତ ରହିବେ । ଖର୍ଚ୍ଚ ବଢିପାରେ ।

ମେଷ: ସାଙ୍ଗର ସାହାଯ୍ୟ ମିଳିବ । ମାନସିକ ଶାନ୍ତି ରହିବ । ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି ।  ବାପାମାଆଙ୍କ ସହ ଦିନଟି ଭଲ ରହିବ । କିଛି କାମରେ ବାଧା ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ବୃଷ: ବାଣୀରେ ମଧୁରତା ରହିବ । ଚାକିରିରେ ଉନ୍ନତି ମିଳିପାରେ । ଦୂର ଯାତ୍ରା କରିପାରନ୍ତି । ପରିବାର ଠାରୁ ଦୂରେଇ ପାରନ୍ତି । ପାରିବାରିକ ଜୀବନରେ କଠିନ ପରିସ୍ଥିତି ଆସିପାରେ । ଛାତ୍ରଛାତ୍ରୀଙ୍କୁ ଆଜି ସଫଳତା ମିଳିପାରେ । ଆଜି ଆପଣ କଥାବାର୍ତ୍ତା ଠିକ୍‌ ରଖନ୍ତୁ ।

ମିଥୁନ: ନିଜ ଭାବନାକୁ ଆୟତରେ ରଖିବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଧନ ଲାଭ ହୋଇପାରେ । ଅଳ୍ପ ଚିଡିଚିଡା ରହିବେ । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ଖର୍ଚ୍ଚ ଯୋଗୁ ଚିନ୍ତତ ହୋଇପାରନ୍ତି । ପରିବାରରେ ସୁଖ ଶାନ୍ତି ରହିବ । କୌଣସି କାମ ଯୋଗୁ ଠକାମିରେ ପଡି ପାରନ୍ତି ।

କର୍କଟ: ନିଜ ଉପରେ ଆତ୍ମବିଶ୍ୱାସ ରହିବ । କାମର ଭଲ ପରିଣାମ ମିଳିବ । କିଛି ଜିନିଷ ପ୍ରତି ରୁଚି ବଢି ପାରେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି । ଆୟର ସ୍ଥିତି ଠିକ୍‌ ଠାକ୍‌ ରହିବ । ବ୍ୟବସାୟରେ କିଛି କ୍ଷତି ହୋଇପାରେ  । ସ୍ୱାସ୍ଥ୍ୟ ଠିକ୍‌ ଠାକ୍‌ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବାହାରକୁ ଯାତ୍ରା କରିପାରନ୍ତି ।

ସିଂହ: ଚାକିରିରେ ଉନ୍ନତି ହୋଇପାରେ । ଆୟରେ ବୃଦ୍ଧି ହୋଇପାରେ । ଖର୍ଚ୍ଚ ବଢିପାରେ । ଘରେ ସୁଖ ମିଳିବ । ମନ ଅଶାନ୍ତ ରହିବ । ମନ ଅସାନ୍ତ ରହିବ । ଆଜି ଅଧିକ କ୍ରୋଧିତ ରହିବେ । ପୁରୁଣା ବନ୍ଧୁ ସହ ଭେଟ ହୋଇପାରେ ।

କନ୍ୟା: ମସ୍ତିଷ୍କ ଶାନ୍ତ ରଖିବେ । ବ୍ୟବସାୟରେ ବୃଦ୍ଧି ହୋଇପାରେ । କୌଣସି କାମରେ ଲାଭ ମିଳିବ । ସାଙ୍ଗର ସାହାଯ୍ୟ ମିଳିବ । ଜୀବନସାଥି ସହ କଳହ ସୃଷ୍ଟି ହୋଇପାରେ । କାର୍ଯ୍ୟ ପାଇଁ ଚିନ୍ତିତ ରହିବେ । ଖର୍ଚ୍ଚ ବଢିପାରେ ।

ତୁଳା: କଥାବାର୍ତ୍ତ ଠିକ୍‌ ରଖନ୍ତୁ । ଚାକିରିରେ ଆଗକୁ ଯାଇ ପାରନ୍ତି । ଆୟରେ ବୃଦ୍ଧି ହୋଇପାରେ । କୌଣସି କାମକୁ ଧୌର୍ଯ୍ୟର ସହ କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ମାତାପିତାଙ୍କ ଦ୍ୱାରା ଆର୍ଥିକ ସାହାଯ୍ୟ ମିଳିବ ।

ବିଛା: ପୁରୁଣ ସାଙ୍ଗ ସହ ଭେଟ ହୋଇପାରେ । ଚାକିରିରେ ପରିବର୍ତ୍ତନ ଆସିପାରେ । ଅଧିକ ଖର୍ଚ୍ଚ ଯୋଗୁ ଚିନ୍ତିତ ରହିବେ । ମାଆବାପାଙ୍କ ସାହାଯ୍ୟ ମିଳିବ । ସାଙ୍ଗ ସହ ବାହାରକୁ ଯାଇ ପାରନ୍ତି । ନିଜ ଉପରେ ଆତ୍ମବିଶ୍ୱାସ ରହିବ ।

ଧନୁ: ଘରେ ମାଙ୍ଗଳିକ କାମ ହୋଇପାରେ । ଭାଇ ଓ ଭଉଣୀ ସହ ଝଗଡା ହୋଇପାରେ । ମନ ଅଶାନ୍ତି ରହିବ । ଚାକିରି ପାଇଁ ପରୀକ୍ଷା ଥିଲେ ସଫଳତା ମିଳିବ । ମାଆଙ୍କ ସ୍ୱାସ୍ଥ୍ୟରେ ଧ୍ୟାନ ଦେବାକୁ ପଡିବ, ନଚେତ ଖରାପ ହୋଇପାରେ । କାହାର ସହଯୋଗ ମିଳିବ ।

ମକର: ଲୋକଙ୍କ ସହ କଥାବାର୍ତ୍ତା ଠିକ୍‌ ରଖିବା ଉଚିତ୍‌ । କଳାତ୍ମକ କାର୍ଯ୍ୟରେ ରୁଚି ବଢିପରେ । ଚାକିରି ମଳିବାର ସମ୍ଭାବନା ରହିଛି । ଚକିରି ପାଇଁ ଚିନ୍ତିତ ରହିବେ । ମାନସିକ ଶାନ୍ତି ରହିବ । ଭଉଣୀ ସହ ସମୟ କାଟିବେ ।

କୁମ୍ଭ: ମନ ପ୍ରସନ୍ନ ରହିବ । କୌଣସି କାରଣରୁ ମନ ଦୁଃଖ ରହିପାରେ ।  ସାଙ୍ଗର ସାହାଯ୍ୟ ମଳିପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଠିକ୍‌ ହୋଇଯିବ । ପାଠପଢାରେ ରୁଚି ବଢିବ । ବ୍ୟବସାୟରେ ଭାଇ କିମ୍ବା ଭଉଣୀଙ୍କର ସାହାଯ୍ୟ ମିଳିପାରେ । ମନ ପ୍ରସନ୍ନ ରହିବ ।

ମୀନ: ମନରେ ଆଶା ଓ ନିରାଶା ଭାବନା ଆସିପାରେ । ପରିବାରର ସମସ୍ୟା ଯୋଗୁ ଚିନ୍ତିତ ରହିବେ । ଅଧିକ ଖର୍ଚ୍ଚ ହୋଇପାରେ ।  ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଧନ ପ୍ରାପ୍ତି ହୋଇପାରେ ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.