ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଅଦଳ ବଦଳ

କେନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଅଦଳ ବଦଳ । ଦୀପ୍ତେଶ ପଟ୍ଟନାୟକ ହେଲେ ଜେଲ୍‌ ବିଭାଗ ଆଇଜି । କେନ୍ଦ୍ରାଞ୍ଚଳ ଆଇଜି ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ୱ ମିଳିଛି । ଦୀପକ କୁମାରଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଏବଂ ପୂର୍ବାଞ୍ଚଳ ଆଇଜି ଭାବେ ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜକିଶୋର ପାଇକରାୟ ହେଲେ ଦେବଗଡ଼ ଏସ୍‌ପି। ଏସଆରପି କଟକକୁ ବଦଳି ହୋଇଛନ୍ତି ଡି.ପି ତ୍ରିପାଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.