ପୁରୀରେ ମୋ ବସ-କାର ଓ ବାଇକ ମଧ୍ୟରେ ସିରିଜ ଦୁର୍ଘଟଣା: ୧୪ରୁ ଅଧିକ ଯାତ୍ରୀ ଆହତ, ଜଣେ ମୃତ

ପୁରୀ ବାଲିଘାଇ ରେଞ୍ଜ ଅଫିସ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । କାର ବାଇକ ଏବଂ ମୋ ବସ ମଧ୍ୟରେ ଦୁର୍ଘଟଣା ହୋଇଛି l କାର ବାଇକ ଦୁର୍ଘଟଣା ସମୟରେ ମୋ ବସ ଭର ସାମ୍ୟ ହରାଇ ଗଛର ପିଟି ହୋଇଯାଇଛି।

ପୁରୀ(କେନ୍ୟୁଜ୍): ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍। ପୁରୀ ବାଲିଘାଇ ରେଞ୍ଜ ଅଫିସ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । କାର ବାଇକ ଏବଂ ମୋ ବସ ମଧ୍ୟରେ ଦୁର୍ଘଟଣା ହୋଇଛି l କାର ବାଇକ ଦୁର୍ଘଟଣା ସମୟରେ ମୋ ବସ ଭର ସାମ୍ୟ ହରାଇ ଗଛର ପିଟି ହୋଇଯାଇଛି। ଯାହା ଫଳରେ ୧୪ରୁ  ଅଧିକ ଯାତ୍ରୀ ଆହତ  ହୋଇଥିବା ସୂଚନା ମିଳିଛି ଓ ଜଣେ କାର ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.