ବଲାଙ୍ଗିର ସହରରେ ସେକ୍ସ ରାକେଟ ଠାଵ, ଚାରି ଗ୍ରାହକ ଅଟକ

ବଲାଙ୍ଗିର ସହରରେ ଦୀର୍ଘ ଦିନରୁ ଚାଲିଥିଲା ସେକ୍ସ ରାକେଟ l

ବଲାଙ୍ଗିର: ବଲାଙ୍ଗିର ସହରରେ ଦୀର୍ଘ ଦିନରୁ ଚାଲିଥିଲା ସେକ୍ସ ରାକେଟ l ବଲାଙ୍ଗିର ସହରର ଖରସେଲ ପଡାରେ ଏକ ଭଡା ଘରେ ପୋଲିସର ଚଢ଼ାଉ କରି ଚାରି ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଚାରି ଗ୍ରାହକ ଅଟକ ରଖି ପଚରାଉଚୁରା ଜାରି ରଖିଛି l ଗତକାଲି ରାତିରେ ଟାଉନ ପୋଲିସ ଚଢ଼ାଉ କରି ସେକ୍ସ ରାକେଟ ଠାଵ କରିଥିଲା l ବଲାଙ୍ଗିର sdpo ପ୍ରଦୀପ ସାହୁଙ୍କ ଉପସ୍ଥିତିରେ ଚଢ଼ାଉ ଜାରି ରହିଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.