ମଞ୍ଚେଶ୍ୱର ଚକେଇସିଆଣିରେ ପୋଲିସର ରେଡ୍‌: ସେକ୍ସ ରାକେଟ ଠାବ

ଭୁବନେଶ୍ବର(କେନ୍ୟୁଜ୍):   ରାଜଧାନୀରେ ସେକ୍ସ ରାକେଟ ଠାବ । ମଞ୍ଚେଶ୍ୱର ଚକେଇସିଆଣିରେ ପୋଲିସର ରେଡ୍‌ । ଚକେଇସିଆଣିର ଏକ ବସ୍ତିରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଛାପା ମାରିଥିଲା । ରେଡ୍‌ ବେଳେ ୩ ଯୁବକଙ୍କୁ ଅଟକ ରଖିଛି ପୋଲିସ । ୪ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ରେଡ୍‌ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ପୋଲିସ ଅଧିକ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.