ଭୁବନେଶ୍ବର: ସଟ୍ ଡାଉନରେ ଚାଲିଥିଲା ଦେହ ବେପାର, ଜଣେ ଯୁବତୀ ସହ ୩ ଗ୍ରାହକଙ୍କୁ ଅଟକ ରଖିଲା ଲକ୍ଷ୍ମୀସାଗର ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ରାଜଧାନୀରେ ସେକ୍ସ ରାକେଟ୍‌ ଠାବ । ଭୁବନେଶ୍ୱର ଏକ ଗେଷ୍ଟହାଉସ୍‌ରୁ ସେକ୍ସ ରାକେଟ୍‌ ଠାବ ହୋଇଛି । ଲକ୍ଷ୍ମୀସାଗର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଗେଷ୍ଟ ହାଉସରେ ଚଢାଉ କରିଥିଲା।

ଘଟଣା ସ୍ଥଳରୁ ଅସଂଜତ ଅବସ୍ଥାରେ ଗ୍ରାହକଙ୍କ  ସହ ଯୁବତୀମାନେ ଉଦ୍ଧାର ହୋଇଥିଲେ। ଘଟଣା ସ୍ଥଳରୁ ଜଣେ ଯୁବତୀ ଉଦ୍ଧାର ହେବା ସହ ୩ ଗ୍ରାହକଙ୍କୁ  ଲକ୍ଷ୍ମୀସାଗର ଥାନାରେ ଅଟକ ରଖାଯାଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.