Below header

ଶ୍ରାବଣ ସୋମବାରରେ କାଉଡିଆ ମୃତ

କଟକ : ସେପଟେ କଟକ ଧବଳେଶ୍ୱର ପୀଠରେ ମହାଦେବଙ୍କୁ ଜଳଲାଗି କରିବା ପୂର୍ବରୁ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଛି । ପାଇକପୁର ପୋଲ ନିକଟରୁ ପ୍ରଶାସନ ଜଣେ କାଉଡିଆଙ୍କୁ ଠାବ କରିଥିଲା । ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ କାଉଡିଆଙ୍କ ପରିଚୟ ମିଳିନାହିଁ । ମୃତ୍ୟୁର କାରଣ ଅସ୍ୱଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.