ଢେଙ୍କାନାଳ : ବେଲଟିକିରି ସେଲଟର ହୋମ୍ ନିର୍ଯ୍ୟାତନା ଘଟଣାର କଡ଼ା ଯାଞ୍ଚ

ଢେଙ୍କାନାଳ(କେନ୍ୟୁଜ୍) : ବେଲଟିକିରି ସେଲଟର ହୋମ୍ ନିର୍ଯ୍ୟାତନା ଘଟଣାର ତନାଘନା। ରାଜ୍ୟରେ ଥିବା ବିଭିନ୍ନ ଶାଖାରେ କଡ଼ାକଡ଼ି ଯାଞ୍ଚ କରାଯିବ। ସେଲଟର ହୋମ୍ ପଞ୍ଜୀକରଣ ନ ହୋଇଥିଲେ କିମ୍ବା ବେଆଇନ କାମ ଚାଲୁଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଘଉଚଉଜ ସଦସ୍ୟ ଯଶୱନ୍ତ ଜୈନ୍। ଯାଞ୍ଚ ପାଇଁ ଓଡ଼ିଶାର ୯ଟି ସ୍ଥାନକୁ ଟିମ୍ ପଠାଯାଇଛି। ସେଲଟର ହୋମର କଡ଼ାକଡ଼ି ଯାଞ୍ଚ କରୁଛନ୍ତି ଟିମ୍। ଯାଞ୍ଚ ପରେ କେନ୍ଦ୍ରକୁ ସବିଶେଷ ରିପୋର୍ଟ ଦିଆଯିବ। କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ନିର୍ଦ୍ଦେଶରେ ଚାଲିଛି ତଦନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.