ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ସ୍ଵତନ୍ତ୍ର ବ୍ୟବସ୍ଥା, ସବୁଜ ବନାନୀ ସହ ନୂଆ ସାମିଆନା ଓ ବ୍ୟାରିକେଡର ବ୍ୟବସ୍ଥା କରିଛି ପ୍ରଶାସନ

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ବ୍ୟବସ୍ଥା। ନୂଆ ଅନୁଭବ ପାଇବେ ଭକ୍ତ ଓ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପରେ ଏବେ ଜୋରସୋରରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସବୁଜ ବନାନୀ ସହ ନୂଆ ସାମିଆନା ଓ ବ୍ୟାରିକେଡର ବ୍ୟବସ୍ଥା କରିଛି ପ୍ରଶାସନ। ଧାଡ଼ି ଦର୍ଶନରେ ଯେଭଳି ଭକ୍ତ ସୁରୁୁଖୁରୁରେ ଦର୍ଶନ କରିପାରିବେ, ତାକୁ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.