କିଟ ଓ ଅଲଟ୍ରାଟେକ ସିମେଣ୍ଟ ଲିମିଟେଡ଼ ମଧ୍ୟରେ ଏମୟୁ ସ୍ୱାକ୍ଷର

ଆଜି କିଟ କ୍ୟାମ୍ପସ ପରିସରରେ କିଟ ଓ ଅଲଟ୍ରାଟେକ ସିମେଣ୍ଟ ଲିମିଟେଡ଼ ମଧ୍ୟରେ ଏମୟୁ ସ୍ୱାକ୍ଷର ହୋଇଛି । ଏହି ଅବସରରେ ସେଣ୍ଟର ଅଫ ଏକସିଲେନ୍ସିର ଶୁଭାରମ୍ଭ ମଧ୍ୟ ହୋଇଛି ।

ଭୁବନେଶ୍ୱର:  ଆଜି କିଟ କ୍ୟାମ୍ପସ ପରିସରରେ କିଟ ଓ ଅଲଟ୍ରାଟେକ ସିମେଣ୍ଟ ଲିମିଟେଡ଼ ମଧ୍ୟରେ ଏମୟୁ ସ୍ୱାକ୍ଷର ହୋଇଛି । ଏହି ଅବସରରେ ସେଣ୍ଟର ଅଫ ଏକସିଲେନ୍ସିର ଶୁଭାରମ୍ଭ ମଧ୍ୟ ହୋଇଛି । କାର୍ଯ୍ୟକ୍ରମରେ ଅଲଟ୍ରାଟେକ ସିମେଣ୍ଟ ଲିମିଟେଡ଼ର ଇଷ୍ଟ ବି ଜୋନାଲ ହେଡ଼ ଇଞ୍ଜିନିଅର ପ୍ରଦୀପ କୁମାର ଝା, କିଟ ର କୁଳପତି ଶରଣଜିତ ସିଂ, କିଟ ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ମହାନ୍ତି, କେଏସଏପିର ଡାଇରେକ୍ଟର ଜେନେରାଲ ପ୍ରଫେସର ଏସ.ଏସ ରୟ,ସ୍କୁଲ ଅଫ ସିଭିଲ ଇଞ୍ଜିନିୟରିଂ ଡିନ ପ୍ରଫେସର ସଂଜୀବ ମୌଲିକ ଯୋଗ ଦେଇଥିଲେ । ଏହି ଅବସରରେ କିଟ ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.