ଅବକାରୀ ବିଭାଗ ପଞ୍ଝାରେ ଗଞ୍ଜେଇ ବେପାରି, ୫୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର ଅବକାରୀ ବିଭାଗ ପଞ୍ଝାରେ ଗଞ୍ଜେଇ ବେପାରି । ମଞ୍ଚେଶ୍ଵର ଅଞ୍ଚଳରେ ଷ୍ଟେସନାରୀ ଦୋକାନରେ ଚାଲିଥିଲା ଗଞ୍ଜେଇ ବେପାର ।

ଭୁବନେଶ୍ବର : ଭୁବନେଶ୍ବର ଅବକାରୀ ବିଭାଗ ପଞ୍ଝାରେ ଗଞ୍ଜେଇ ବେପାରି । ମଞ୍ଚେଶ୍ଵର ଅଞ୍ଚଳରେ ଷ୍ଟେସନାରୀ ଦୋକାନରେ ଚାଲିଥିଲା ଗଞ୍ଜେଇ ବେପାର । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗଞ୍ଜେଇ ବେପାରି ସୁକାନ୍ତ ଦାସକୁ ଗିରଫ କରିଛି । ସୁକାନ୍ତ ନିକଟରୁ ୫୦ କେଜି ଗଞ୍ଜେଇ, ୩୮ ହଜାର ଟଙ୍କା ଓ ଗଞ୍ଜେଇ ଭରା ସିଗାରେଟ୍ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.