Below header

ବାଲେଶ୍ୱର ରେମୁଣା ଓମ୍ଫେଡ ପ୍ଲାଣ୍ଟରୁ ୬ ଫୁଟ ଲମ୍ବର ସାପ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ରେମୁଣା ଓମ୍ଫେଡ ପ୍ଲାଣ୍ଟରୁ ଏକ ୬ ଫୁଟ ଲମ୍ବର ସାପ ଉଦ୍ଧାର କରାଯାଇଛି । ପ୍ଲାଣ୍ଟ ପରିସରରେ ସାପଟିକୁ ଦେଖିବା ପରେ କର୍ମଚାରୀ ଭୟଭୀତ ହୋଇଯାଇଥିଲେ । ପରେ ସ୍ନେକ ହେଲପ ଲାଇନର ସଦସ୍ୟ ଶ୍ୟାମଳେନ୍ଦୁ ଆଦିତ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ କୁଲଡିହା ଅଭୟାରଣ୍ୟରେ ଛଡ଼ାଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.