ବି କାଟାଗୋରୀ ଜିଲ୍ଲାରେ ଆଜିଠୁ ସ୍ଲଟ୍‌ ବୁକିଂ, ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିବା ବ୍ଯକ୍ତିଙ୍କୁ ହିଁ ମିଳିବ ସୁଯୋଗ

ଭୁବନେଶ୍ବର(କେନ୍ଯୁଜ୍): ବି କାଟାଗୋରୀ ଜିଲ୍ଲାରେ ଆଜିଠୁ ସ୍ଲଟ୍‌ ବୁକିଂ । ବି କାଟାଗୋରିରେ ଥିବା ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, ମୟୂରଭଞ୍ଜ ଏବଂ ନୟାଗଡ଼ । ୧୨ତାରିଖରେ ରଥଯାତ୍ରା ଯୋଗୁଁ ଆସନ୍ତା ୧୩ତାରିଖରୁ ପୁରୀରେ ସ୍ଲଟ ବୁକିଂ ପାଇଁ ସ୍ପଷ୍ଟ କରାଯାଇଛି ।

ଆଜି ସକାଳ ୧୧ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ । ପ୍ରତିଦିନ ସକାଳ ୭ଟାରୁ ୧୦ଟା ଭିତରେ ସ୍କଟ୍‌ ବୁକିଂ କରାଯିବ । ଯେଉଁମାନେ ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିଲେ ସେହିମାନେ ହିଁ ବର୍ତ୍ତମାନ ସ୍ଲଟ୍‌ ବୁକିଂ ପରିପାରିବେ । ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସର ନବୀକରଣ ହେବ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.