କେନ୍ଦ୍ର ସରକାରଙ୍କ ବଡ଼ କଟକଣା, ପିୟୁସିସି ଓ ଇନ୍ସୁରାନ୍ସ ନଥିଲେ ଆପେ ଆପେ କଟିଯିବ ଡ୍ରାଇଭିଂ ଲାଇସେନ୍ସ
କେନ୍ଦ୍ର ସରକାରଙ୍କ ବଡ଼ କଟକଣା । ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) କିମ୍ବା ବୀମା କରି ନଥିଲେ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (ଆର୍ସି) ସ୍ବତଃ ବାତିଲ ହେବ । ଏଥିସହ ରାସ୍ତାରେ ଚଳାଉଥିବା ସମୟରେ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିବ । ଏହି ନୂଆ ନିୟମ ଲାଗୁ କରିବା…