Browsing Tag

driving license

ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡି କାଗଜପତ୍ର ବୈଧତା

ଭୁବନେଶ୍ୱର(କେ ନ୍ୟୁଜ): ବଢିଲା ଗାଡି କାଗଜପତ୍ର ବୈଧତା । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୈଧତା ବଢାଯାଇଛି । କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଗାଡି କାଗଜପତ୍ର ଗୁଡିକର ବୈଧତା ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ପରିବହନ ପ୍ରାଧିକରଣ…

ଡ୍ରାଇଭିଂ ଲାଇସେନ୍ସକୁ ନେଇ ସରକାରଙ୍କ ବଡ଼ ନିୟମ, ଏବେ ବିନା ଟେଷ୍ଟରେ ମିଳିବ ଡିଏଲ୍‌

ନୂଆଦିଲ୍ଲୀ : କେନ୍ଦ୍ରସରକାର ନୂଆ ଟ୍ରାନ୍ସପୋର୍ଟ ଆଣିବା ପରେ ବିନା ଲାଇସେନ୍ସରେ ଗାଡ଼ି ଚାଳନା ଏକ ବଡ଼ ଅପରାଧ ପାଲଟିଯାଇଛି । ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ଆପଣଙ୍କୁ ପଡ଼ିପାରେ ବଡ଼ ଜରିମାନା । ଖାଲି ସେତିକି ନୁହେଁ ଜେଲ ଦଣ୍ଡ ବି ହୋଇପାରେ । ତେଣୁ ଗାଡ଼ି ଚଳାଇବା ବେଳେ ଡାଇଭିଂ…

ବି କାଟାଗୋରୀ ଜିଲ୍ଲାରେ ଆଜିଠୁ ସ୍ଲଟ୍‌ ବୁକିଂ, ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିବା ବ୍ଯକ୍ତିଙ୍କୁ ହିଁ ମିଳିବ…

ଭୁବନେଶ୍ବର(କେନ୍ଯୁଜ୍): ବି କାଟାଗୋରୀ ଜିଲ୍ଲାରେ ଆଜିଠୁ ସ୍ଲଟ୍‌ ବୁକିଂ । ବି କାଟାଗୋରିରେ ଥିବା ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, ମୟୂରଭଞ୍ଜ ଏବଂ ନୟାଗଡ଼ । ୧୨ତାରିଖରେ ରଥଯାତ୍ରା ଯୋଗୁଁ ଆସନ୍ତା ୧୩ତାରିଖରୁ ପୁରୀରେ ସ୍ଲଟ…

ସେପ୍ଟେମ୍ୱର ୩୦ଯାଏ ବଢ଼ିଲା ଡ୍ରାଇଭିଂ ଲାଇସେନ୍ସ,ଆରସି ଏବଂ ଫିଟନେସ୍ ସାର୍ଟିଫିକେଟର ବୈଧତା ଅବଧି

ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଫିଟନେସ୍ ସାର୍ଟିଫିକେଟ୍ ସମେତ ଅନ୍ୟ ମୋଟର ଯାନ ଦଲିଲର ବୈଧତାକୁ ସରକାର ପୁଣି ଥରେ ବୃଦ୍ଧି କରିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହରକୁ ଧ୍ୟାନରେ ରଖି ଏହି ସମସ୍ତ ଡକ୍ୟୁମେଣ୍ଟ ବର୍ତ୍ତମାନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ ।…

Driving License ପାଇଁ RTO ଅଫିସ ଯିବାର ଆବଶ୍ୟକ ନାହିଁ, ଏଣିକି ଅନଲାଇନରେ ହେବ ଡ୍ରାଇଭିଂ ଟେଷ୍ଟ

ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି। ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଓ ତା’ର ରିନ୍ୟୁଅଲ ପାଇଁ ନୂଆ ଗାଇଡଲାଇନ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ଆପଣଙ୍କୁ Learner’s license ମିଳିବ। ଆପ୍ଲିକେସନ ଓ ପ୍ରିଣ୍ଟିଂର ସବୁ ପ୍ରକ୍ରିୟା ଅନଲାଇନ…

ଏବେ ଆଉ ସହଜରେ ମିଳିବନି ଡ୍ରାଇଭିଂ ଲାଇସେନ୍ସ ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ : ଡ୍ରାଇଭିଙ୍ଗ୍ ଲାଇସେନ୍ସକୁ ନେଇ ନୂଆ ନିୟମ ଲାଗୁ କରିଛନ୍ତି ସରକାର। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ସରକାର ଗୋଟିଏ ପଟେ ଅନଲାଇନ୍ ଆବେଦନ ସହିତ ରାଜ୍ୟଗୁଡିକରେ ଆରଟିଓ ସଂଖ୍ୟା ବୃଦ୍ଧି କରୁଥିବା ବେଳେ ଅନ୍ୟପଟେ ଟେଷ୍ଟକୁ ଆହୁରି କଡାକଡି କରି ନୂତନ ପାରାମିଟରକୁ ମଧ୍ୟ…

RTO ଅଫିସ୍ ନ ଯାଇ ବି ଏହି ୧୮ ସେବାକୁ ଘରେ କରିପାରିବେ ଆପଣ, ପଢ଼ନ୍ତୁ ପୂରା ପ୍ରୋସେସ୍‌

ଆଜି ଆପଣଙ୍କ ପାଇଁ ଏକ ବଢ଼ିଆ ଖବର ନେଇ ଆସିଛୁ। ଏବେ ଯେପରି ଖରା ଆଉ ଗରମ ହେଉଛି ଆପଣଙ୍କ ଘରୁ ବାହାରିବା ମୁସକିଲ ହେଇପଡୁଛି। ତେଣୁ ଆପଣଙ୍କ ଏଇ ସମସ୍ୟାକୁ ଲକ୍ଷ୍ୟ କରି ଆମେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ନେଇ ଆସିଛୁ। ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ନେବା ପାଇଁ ଆଉ ଆରଟିଓର ଚକ୍କର…

ଆପଣଙ୍କ ପାଇଁ ଜରୁରୀ ଖବର, ଘରେ ବସି ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ବନାଇବା ହେଲା ସହଜ, ଏମିତି କରନ୍ତୁ ଆବେଦନ

ଯଦି ଆପଣ ମଧ୍ୟ ଘରେ ବସି ଡ୍ରାଇଭିଂ ଲାଇସେନ୍ସ ବନାଇବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ଆଜି ଆମେ ଆପଣଙ୍କୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ବନାଇବାର ସହଜ ଉପାୟ ଜଣାଇବୁ। ଯାହାକୁ ଆପଣ ବିନା ଆରଟିଓ ଅଫିସ ଯାଇ ମଧ୍ୟ ଏହି ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଆବେଦନ କରିପାରିବେ। ତାହେଲେ…

ଡ୍ରାଇଭିଙ୍ଗ ଲାଇସେନ୍ସ ବୈଧତାକୁ ନେଇ ସରକାରଙ୍କ ବଡ ଘୋଷଣା, ଜୁଲାଇ ୩୧ ତାରିଖ ଯାଏଁ ବଢ଼ିଲା ଭାଲିଡିଟି

ଗାଡି ଲାଇସେନ୍ସ ବୈଧତାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଗାଡି କାଗଜ ନବୀକରଣ ନେଇ ବିଳମ୍ବରେ କୌଣସି ପ୍ରକାର ଶୁଳ୍କ ଆଦାୟ କରାଯିବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହିଁ ସଡକ…

ଡ୍ରାଇଭିଂ ଲାଇସେନ୍ସ ମିଳିବାର ୧୦ ମିନିଟ୍‌ ପରେ ହିଁ କାର୍‌ ସହ ନଦୀରେ ଗଳି ପଡ଼ିଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ

ଗାଡ଼ି ଚଲାଇବା ପୂର୍ବରୁ ଟ୍ରାଫିକ ନିୟମ ଜାଣିନେବା ଜରୁରୀ। ଏ ନେଇ ବାରମ୍ବାର ସଚେତନ କରାଯାଉଛି। ତଥାପି ଲୋକମାନେ ନିୟମ ମାନିବା ପରିବର୍ତ୍ତେ ଭାଙ୍ଗୁଥିବା ଦେଖାଯାଇଛି। ଅଧିକାଂଶ ଲୋକ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ହେଉଛନ୍ତି, ଫଳସ୍ୱରୂପ ସେମାନଙ୍କ ଦୁର୍ଘଟଣା ଘଟୁଛି। ଏହା ଏକ…

ସରୁଛି ଡେଡଲାଇନ୍‌, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ ସମୟ ସୀମା ବୃଦ୍ଧି ପାଇଁ ଚାଲିଛି ବିଚାରବିମର୍ଶ

ଭୁବନେଶ୍ବର(କେନ୍ୟୁଜ୍): ମଝିରେ ରହିଲା ଆଉ ଦୁଇ ଦିନ। ଡେଡଲାଇନ୍‌ ସରୁଛି। ଡିସେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ଥରେ କଡ଼ାକଡ଼ି ହେବ ସଂଶୋଧିତ ମୋଟର ଯାନ ଆଇନ। ତାପୂର୍ବରୁ ଗାଡ଼ି ଚାଳକଙ୍କ ଭିତରେ ଛନକା ପଶିଲାଣି। ଆବଶ୍ୟକ କାଗଜପତ୍ର ପାଇଁ ରାଜ୍ୟର ବିଭିନ୍ନ ଆରଟିଓରେ ଅସମ୍ଭାଳ ଭିଡ଼। ଆଜି…

ସେପ୍ଟେମ୍ବର ଓ ଅକ୍ଟୋବରରେ ରାଜ୍ୟରେ ରେକର୍ଡ ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ, ଦିଆଯାଇଛି ୩ ଲକ୍ଷ ୫୧ ହଜାର ଲାଇସେନ୍ସ

ଭୁବନେଶ୍ବର: ଦୁଇ ମାସରେ ରାଜ୍ୟରେ ରେକର୍ଡ ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ । ସେପ୍ଟେମ୍ବର ଓ ଅକ୍ଟୋବରରେ ଦିଆଯାଇଛି ୩ ଲକ୍ଷ ୫୧ ହଜାର ଲାଇସେନ୍ସ । ଗତବର୍ଷ ଏହି ଦୁଇ ମାସରେ ଯେତିକି ଲର୍ଣ୍ଣର୍ସ ଲାଇସେନ୍ସ ଦିଆଯାଇଛି ତାହା ତୁଳନାରେ ଏହି ସଂଖ୍ୟା ଛଅ ଗୁଣା ଅଧିକ । ୨୦୧୮ରେ ସାରା ରାଜ୍ୟରେ ୩…