Below header
Browsing Tag

driving license

RTO ଅଫିସରଙ୍କୁ ଜଣାନଥିଲା ମହିଳାଙ୍କ ଡ୍ରେସିଂ ସେନ୍ସ, ବିଚାରୀ ଯୁବତୀଙ୍କର ରଦ୍ଦ କରିଦେଲେ ଡ୍ରାଇଭିଂ ଲାଇସେନ୍ସ

ସାଧାରଣତଃ ସବୁ ମହିଳା ଏବଂ ଯୁବତୀ ମାନଙ୍କୁ ନିଜ ଇଚ୍ଛା ଏବଂ ପସନ୍ଦ ଅନୁଯାୟୀ ଡ୍ରେସ ପିନ୍ଧିବାକୁ ଭଲ ଲାଗିଥାଏ କିନ୍ତୁ ନିଜ ପସନ୍ଦ ଅନୁସାରେ ଝିଅମାନ ଡ୍ରେସ ପିନ୍ଧିପାରିବେ ନାହିଁ ଏମିତି ଭାରତରେ ଏକ ସାଧାରଣ କଥା। ଏହି ପ୍ରଥା କେବଳ ଆମ ଦେଶ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି,…

ଏଣିକି ଆଧାର ସହିତ ଡ୍ରାଇଭିଂ ଲାଇସେନ୍ସ ସଂଯୋଗ କରିବା ହେବ ବାଧ୍ୟତାମୂଳକ, ଜାଣନ୍ତୁ କଣ ରହିଛି ଲାଭ

ଟ୍ରାଫିକ୍‌ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ସରକାର ନିକଟରେ ମୋଟର ଯାନ ଉପରେ ବଡ ପରିବର୍ତ୍ତନ କରିଛନ୍ତି। ନିୟମର ଉଲଙ୍ଘନ କଲେ ୧୦ ଗୁଣା ଜରିମାନା ଭରିବାକୁ ପଡିବ। ଏହିସବୁ ଭିତରେ ବର୍ତ୍ତମାନ ସରକାର ଡ୍ରାଇଭିଂ ଲାଇସେନ୍ସକୁ ନେଇ ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ଆଇଟି ଏବଂ…

ଏବେ ରାଜ୍ୟର ସମସ୍ତ ଆରଟିଓରୁ କରିପାରିବେ ଡିଏଲ ଏବଂ ଆରସି ପାଇଁ ଆପ୍ଲାଏ, ଜାଣନ୍ତୁ କେବେ ଠାରୁ ଲାଗୁ ହେବ ଏହି ନିୟମ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାର ନୂଆ ଟ୍ରାଫିକ ନିୟମ ୧ ସେପ୍ଟେମ୍ବରରୁ ଲାଗୁ କରିଦେବେ। ଏମିତିରେ ଆପଣ ଯଦି ନିୟମକୁ ଭାଙ୍ଗୁଛନ୍ତି ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଜରିମାନା ଭରିବାକୁ ପଡିବ। ଏହି ନିୟମରେ ଏବେ ନୂଆ ପ୍ରାବନ୍ଧନ ମଧ୍ୟ ଯୋଡା ଯିବ ଯାହାଦ୍ବାରା ଏବେ ଆପଣ ଡ୍ରାଇଭିଂ…

କାର-ବାଇକ୍ ଚାଳକଙ୍କ ପାଇଁ ବଡ ଖବର ! ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ଠାରୁ ନେଇ ଏହି ସବୁ ନିୟମର ହେଲା ପରିବର୍ତ୍ତନ

ଲୋକସଭାରେ ମୋଟର ବାହନ ବିଲ-୨୦୧୯କୁ ମଞ୍ଜୁରୀ ଦିଆଯାଇଛି। ଏହି ବିଲରେ ସଡକ ସୁରକ୍ଷାକୁ ନେଇ ବହୁତ ଖାସ୍‌ ପ୍ରାବନ୍ଧନ କରାଯାଇଛି। ଅନେକ ମାମଲାରେ ଡ୍ରାଇଭିଂ ସମୟରେ ଛୋଟ ଭୁଲରେ ମଧ୍ୟ ଭାରୀ ଜରିମାନା ଲାଗିବ। ତାହା କୌଣସି ଓଭରସ୍ପିଡ୍‌ ଡ୍ରାଇଭିଂ ହେଉ କିମ୍ବା ବିନା ହେଲମେ ବା ବିନା ବେଲ୍ଟ…

ସରକାର ବଦଳିଲେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁର ନିୟମ, ଆଉ ମାରିବାକୁ ପଡିବନି ଆରଟିଓ ଅଫିସର ଚକ୍କର

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ ଅନ୍ୟ କୌଣସି ସହରର ଡ୍ରାଇଭିଂ ଲାଇସେନ୍ସ ରହିଛି ଏବଂ ତାହାର ପୁନଃପଞ୍ଜୀକରଣ ପାଇଁ ପୁଣି ଆପଣଙ୍କୁ ସେହି ସହରକୁ ଯିବାକୁ ପଡୁଛି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଏବେ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଆପଣ ଯେକୌଣସି ସ୍ଥାନରେ ଥାଇ…

ନିରକ୍ଷର ଡ୍ରାଇଭରଙ୍କ ପାଖରୁ ଫେରାଇ ନିଆଯିବ ଲାଇସେନ୍ସ : ରାଜସ୍ଥାନ ହାଇକୋର୍ଟ

ରାଜସ୍ଥାନ ହାଇକୋର୍ଟ ସରକାରଙ୍କୁ ଜଣାଇଛି ଯେ ନିରକ୍ଷର ଗାଡି ଚାଳକ ସଡକ ସୁରକ୍ଷା ପାଇଁ ବିପଦ ଅଟେ। ଏମାନଙ୍କର ଲାଇସେନ୍ସକୁ ଫେରାଇ ନିଆଯିବା ଦରକାର। ହାଇକୋର୍ଟ ଅନୁଯାୟୀ ଏହି ଚାଳକ ମାନେ ହାଇୱେ ଏବଂ ସଡକ ଉପରେ ଦିଆଯାଇଥିବା ସୂଚନା ଓ ସଂକେତକୁ ବୁଝିବାକୁ କଷ୍ଟ ହୋଇଥାଏ। ଏହି କାରଣରୁ ଅନ୍ୟ…

ବଦଳିବ ଭାରତୀୟ ଡ୍ରାଇଭିଂ ଲାଇସେନ୍ସର ରୂପ , ବ୍ଲଡ଼ ଗ୍ରୁପ୍ ସହିତ ଅଙ୍ଗ ଦାନ ବିଷୟରେ ମଧ୍ୟ ରହିବା ଉଲ୍ଲେଖ

ନୂଆଦିଲ୍ଲୀ : କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ୨୦୧୯ର ଜୁଲାଇ ମାସରୁ ଏକ ଦେଶ ଏକ ଲାଇସେନ୍ସ ଥିମ ବିଶିଷ୍ଟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଡ୍ରାଫ୍ଟକୁ ଅଧିସୂଚିତ କରାଯାଇଛି। ଏହି ଡ୍ରାଇଭିଂ ଲାଇସେନ୍ସରେ ଚାଳକ ସୂଚନା ଲିଖିତ ସହ ସେଥିରେ ଥିବା ଚିପରେ ମଧ୍ୟ ସମସ୍ତ ସୂଚନା…

ଖୁସି ଖବର ! କେବଳ ୫୦ ଟଙ୍କାରେ ଘରେ ବସି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ

ଯଦି ଆପଣ ମଧ୍ୟ ଏବେ ଯାଏଁ ଡ୍ରାଇଭିଂ ଲାଇସେନ୍ସ କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଖୁସି ଖବର ଆଣିଛୁ। ଏଥିପାଇଁ ଆପଣଙ୍କୁ କେବଳ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ଆରଟିଓ ଅଫିସ ମଧ୍ୟ ଯିବାକୁ ପଡ଼ିବନାହିଁ ।ଏହି ସେବାକୁ ପ୍ରଥମ ସ୍ତରରେ ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ…