Below header

ଭୁବନେଶ୍ୱରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ, ୨୦ଟି SHGଙ୍କୁ ବିଏମସି ତରଫରୁ ପଏଣ୍ଟ ଅଫ୍‌ ସେଲ୍ସ ମେସିନ ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ ସ୍ୱୟଂ ସାହାୟକ ଗୋଷ୍ଠୀ । ଏଥିପାଇଁ ୨୦ଟି ସ୍ୱୟଂ ସାହାୟକ ଗୋଷ୍ଠୀଙ୍କୁ ପଏଣ୍ଟ ଅଫ୍‌ ସେଲ୍ସ ମେସିନ ପ୍ରଦାନ କରାଯାଇଛି । ଆଜି ଏକ ସ୍ୱତନ୍ତ୍ର କାଯ୍ୟକ୍ରମରେ ବିଏମସି ନିର୍ଦ୍ଦେଶକ ସଂଗ୍ରମଜିତ୍‌ ନାୟକ ଯୋଗଦେଇ ମେସିନ ପ୍ରଦାନ କରିଛନ୍ତି । ଏହାସହ ୬୭ଟି ଓ୍ଵାର୍ଡ ଅଫିସର ମାନଙ୍କୁ ମଧ୍ୟ ପଏଣ୍ଟ ଅଫ୍‌ ସେଲ୍ସ ମେସିନ ପ୍ରଦାନ କରାଯାଇଛି । ଆଜିଠାରୁ ସମସ୍ତେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ । ଏଥିପାଇଁ ସମସ୍ତଙ୍କୁ ଟ୍ରେନିଂ ଦିଆଯାଇଛି । ଏମାନେ ପ୍ରତି ଘରକୁ ଯାଇ ଟ୍ୟକ୍ସ ଆଦାୟ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.