ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜାଲିଆତିର ଶିକାର ହେଲେ ୩ ମହିଳା SHG ଗ୍ରୁପ
ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜାଲିଆତିର ଶିକାର ହୋଇଛନ୍ତି ୩ ମହିଳା SHG ଗ୍ରୁପ । ଆକାଉଣ୍ଟ ବନ୍ଦ ହେବାର ୭ ବର୍ଷ ପରେ ତିନୋଟି SHG ଗ୍ରୁପର ସଦସ୍ୟାମାନଙ୍କୁ ଆକାଉଣ୍ଟରୁ ଲୋନ ହୋଇଥିବା ନେଇ ଆସିଛି ନୋଟିସ । ଆକାଉଣ୍ଟ କ୍ଲୋଜ୍ ହେବା ପରେ କିଏ ଓ କେମିତି ଉକ୍ତ ଆକାଉଣ୍ଟ ଗୁଡିକରୁ ୯ ଲକ୍ଷ ଟଙ୍କା…