Below header

ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା, ଚାକିରି ସମ୍ବନ୍ଧୀୟ ଅଭିଯୋଗ ସାର୍ବଜନୀନ କରିପାରିବେ ନାହିଁ

ଭୁବନେଶ୍ଵର(କେନ୍ୟୁଜ) : ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା । ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ ସଞ୍ଜିବ ଚୋପ୍ରା । ଏଣିକି ସରକାରୀ କର୍ମଚାରୀ ସୋସିଆଲ ମିଡିଆରେ ଚାକିରୀ ସମନ୍ଧୀୟ ଅଭିଯୋକକୁ ସାର୍ବଜାନୀନ କରିପାରିବେ ନାହିଁ । ଠିକାରେ କାମ କରୁଥିବା ସରକାରୀଙ୍କ ପାଇଁ ଏହା ପ୍ରଜୁର୍ଯ୍ୟ ହେବ ।

ଏଣିକି ସୋସିଆଲ ମିଡିଆରେ ପୋଷ୍ଟ କଲେ ବିଶୃଙ୍ଖଳା ବୋଲି ଧରାଯିବ । ସରକାରୀ କର୍ମଚାରୀଙ୍କ କୋଡ ଅଫ କଣ୍ଡକ୍ଟର ଉଲଂଘନ ହେବ । ସପୃକ୍ତ ବିଭାଗର ସଚିବ ମାନେ ବିଭାଗୀୟ କର୍ମଚାରୀଙ୍କୁ ଅବଗତ କରିବାକୁ ଚିଠି ଲେଖି ସୋସିଆଲ ମିଡିଆରୁ କ୍ଷାନ୍ତ ରହିବାକୁ କହିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.