କିଟ୍‌ରେ ଉଦଘାଟିତ ହେଲା ସୋଲାର ଏନର୍ଜି ଫଟୋଭୋଲଟାଇଜ୍‌ ତୃତୀୟ ଅନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ରେ ଉଦଘାଟିତ ହୋଇଛି ସୋଲାର ଏନର୍ଜି ଫଟୋଭୋଲଟାଇଜ୍‌ ତୃତୀୟ ଅନ୍ତର୍ଜାତୀୟ କର୍ମଶାଳା । ଦୁଇଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ସୋଲାର ଶକ୍ତିରୁ କିପରି ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଇପାରିବ ତାହା ଉପରେ ଆଲୋଚନା କରାଯାଉଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡିଏସଟି-ଏସଇଆରବି (DST-SERB)ର ସେକ୍ରେଟାରୀ ପ୍ରଫେସର ସନ୍ଦୀପ ବର୍ମା ଓ ସମ୍ମାନିତ ଅତିଥି ଭାବେ ଏନୟୁ ଅଷ୍ଟ୍ରେଲିଆ ପ୍ରଫେସର ସି. ଜଗଦିସ୍‌ , କିଟ ଓ କିସର ଉପକୁଳପତି ଡ. ସସ୍ମିତାରାଣୀ ସାମନ୍ତଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.