Below header

କଟକ: ବିଲରେ ଗଭୀର ଗାତ କରି ବ୍ଲାଷ୍ଟିଂ କରିଥିଲା ଅଏଲ୍ ଇଣ୍ଡିଆ ସଂସ୍ଥା, ବ୍ଲାଷ୍ଟିଂରେ କିଛି ଘର ଫାଟି ଯିବା ସହ ଚାଷ ଜମି ହେଲା ନଷ୍ଟ

ସାଲେପୁର(କେନ୍ୟୁଜ୍): କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଅଏଲ୍ ଇଣ୍ଡିଆର ଭୂତଳ ବ୍ଲାଷ୍ଟ କରି ତୈଳ ଅନୁସନ୍ଧାନ । ସଂପୃକ୍ତ ଅଞ୍ଚଳରେ ଏକ ଠିକା ସଂସ୍ଥା ଜମି ମାଲିକଙ୍କୁ ନଜଣାଇ ଚାଷ ଜମିରେ ଗଭୀର ଗର୍ତ କରି ବ୍ଲାଷ୍ଟିଂ କରିଥିଲେ । ସେହି ସମୟରେ ଭୂମିକମ୍ପ ଭଳି ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ଡରିଯାଇଥିଲେ ।

କିଛି ଘର ଫାଟି ଯିବା ସହ ଚାଷ ଜମି ମଧ୍ୟ ନଷ୍ଟ ହୋଇଯାଇଥିଲା । ଅଏଲ୍ ଇଣ୍ଡିଆର ବ୍ଲାଷ୍ଟିଂକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.