ବସ୍‌ ଚଳାଚଳକୁ ସିନା ମିଳିଛି ଅନୁମତି କିନ୍ତୁ ଏହିସବୁ କ୍ଷେତ୍ରରେ ରହିବ କଟକଣା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟବ୍ୟାପୀ ବସ୍‌ ଚଳାଚଳକୁ ମିଳିଛି ଅନୁମତି । ସିଟ୍‌ କ୍ଷମତା ଅନୁସାରେ ଯାତ୍ରୀ ପରିବହନ କରିବେ । ସମସ୍ତେ ମାନିବେ କୋଭିଡ କଟକଣା । କିନ୍ତୁ ରଥଯାତ୍ରା ପାଇଁ ପୁରୀକୁ ୨୫ ତାରିଖ ଯାଏ ବସ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଟାକ୍ସି ଓ ଅଟୋରିକ୍ସାରେ ଡ୍ରାଇଭରଙ୍କ ଛଡ଼ା ଅନ୍ୟ ୨ଜଣ ଯାତ୍ରୀଙ୍କୁ ମିଳିବ ଅନୁମତି । ପୂର୍ବରୁ କେବଳ କାଟାଗୋରୀ-A ଜିଲ୍ଲାରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.