ନିଶାସକ୍ତ ଅବସ୍ଥାରେ ବାପାକୁ ଆକ୍ରମଣ କଲା ପୁଅ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର(କେନ୍ଯୁଜ୍): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଝୁଲେନବର ଗାଁରେ ଅଭାବନୀୟ ଘଟଣା । ନିଶାସକ୍ତ ଅବସ୍ଥାରେ ବାପ-ପୁଅ ଗଣ୍ଡଗୋଳ । ପୁଅର ଆକ୍ରମଣରେ ବାପା ଲଷ୍ମୀଧର ଲୁହା ଗୁରୁତର ହୋଇଥିଲେ ।

ନିଶା ଛାଡିବା ପରେ ପୁଅ  ପ୍ରଥମେ ବାପାକୁ ପାଟଣାଗଡ଼ ଓ ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.