Below header

ମଦ ପିଇବାକୁ ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣିଲା କୁଳାଙ୍ଗାର ପୁଅ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର : କୁଳାଙ୍ଗାର ପୁଅର ଟାଙ୍ଗିଆ ଚୋଟରେ ଗୁରୁତର ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ମୁଣ୍ଡା ସାହିରେ। ଏହି ସାହିରେ ରହୁଥିବା ପୁଅ ବୁଧୁ ବେଣ୍ଟକାର ମଦ ପିଇବା ପାଇଁ ମା ରଜନୀଙ୍କୁ ଟଙ୍କା ମାଗିଥିଲା ।

କିନ୍ତୁ ମଦ ପିଇବାକୁ ଟଙ୍କା ନଦେବାରୁ ଟାଙ୍ଗିଆରେ ମାକୁ ହାଣିଦେଲା ପୁଅ । ତେବେ ଗୁରୁତର ଅବସ୍ଥାରେ ରଜନୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.