Browsing Tag

son killed mother

ସ୍କୁଲ ଯିବାବେଳେ ଜଳଖିଆ ଦେଲାନି ବୋଲି…ରଡ୍‌ରେ ପିଟି ମା’କୁ ମାରିଦେଲା ପୁଅ

କର୍ଣ୍ଣାଟକର ମୁଲବାଗଲ ସହରରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଏକ ମାମୁଲି କଥାକୁ ନେଇ ଏଠାରେ ଜଣେ ନାବାଳକ ପୁଅ ନିଜ ମା’କୁ ପିଟି ମାରିଦେଇଛି । ଏପରି କି, ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ମଧ୍ୟ ସ୍ୱୀକାର କରିଛି । ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି…

ପୁଅ ଭୁଲିଗଲା ମାର ସ୍ନେହ: ମନ ପସନ୍ଦର ତରକାରୀ କଲାନି ବୋଲି ବାଡିରେ ପିଟିବା ସହ ଛାତରୁ ଦେଲା ଧକ୍କା

ନୂଆଦିଲ୍ଲୀ : ପଞ୍ଜାବର ଅନ୍ୟତମ ଶିଳ୍ପ ସହର ଲୁଧିଆନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ପୁଅ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ବେଦନଶୀଳ ଘଟଣାକୁ ନେଇ ଆଖପାଖର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ହତ୍ୟାକାଣ୍ଡର କାରଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।…

ପୁଅ ବୁଝିଲାନି ମା’ର ମମତା, ଟଙ୍କା ପାଇଁ ଧାରୁଆ ଅସ୍ତ୍ରରେ ବେକ କାଟି କଲା ହତ୍ୟା

ତାଳଚେର (ନ୍ୟୁଜ): ତାଳଚେର କୋଲିୟାରୀ ଥାନା ଘଣ୍ଟପଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଟଙ୍କା ପାଇଁ ମାଆକୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଘଣ୍ଟପଡା ଗ୍ରାମର ଜୁଳେଇ ବିଶ୍ୱାଳ । ସୂଚନା ଅନୁସାରେ ମୃତକ ଜୁଳେଇ ବିଶ୍ୱାଳ ଘରେ ଟିଭି ଦେଖୁଥିବା ସମୟରେ କେହି…

ପବ୍‌ଜୀ ଗେମ୍‌ ପାଇଁ ନାବାଳକ ପୁଅ ଘଟାଇଲା ନାରକୀୟ କାଣ୍ଡ, ଭଉଣୀକୁ ଧମକାଇ ମା’କୁ ମାରିଲା ଗୁଳି

ଲକ୍ଷ୍ମୌରେ ଏମିତି ହୃଦୟ ବିଦାରଣ ଘଟଣା ଦେଖିବାକୁ ମିଳିଛି, ଯାହା ଆପଣ ଶୁଣିଲେ ନିଶ୍ଚିତ ଭୟ କରିଯିବେ। ଏଠାରେ ପବଜୀ ଖେଳିବାକୁ ମା’ ବାରଣ କରିବାରୁ ଜୀବନରୁ ମାରିଦେଲା ପୁଅ । ୟମୁନାପୁରମ କେଲାନୀରେ ଏଭଳି ଏକ ଭରଙ୍କର ଘଟଣା ଘଟିଛି। ଘରେ ଭିତରେ ମା’କୁ ମାରି ୩ ଦିନ ପର୍ଯ୍ୟନ୍ତ ରଖିଥିଲା ପୁଅ।…

ନୃଶଂସ ପୁଅ ! ମା’ର ତଣ୍ଟି କାଟି କଲା ହତ୍ୟା, ସେତିକିରେ ବି ମନ ପୁରିଲାନି… ଅଖାରେ ଭର୍ତ୍ତି କଲା ଶବ

ବରଗଡ଼ (କେନ୍ୟୁଜ୍): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରି ଫିଙ୍ଗିବା ପାଇଁ ଉଦ୍ୟମ କରୁଥିଲା ପୁଅ। କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ…

ପରିବାରର ୪ଜଣଙ୍କ ହତ୍ୟା ଉଦ୍ୟମ: ବଡ ପୁଅ ଆକ୍ରମଣରେ ମା’ ମୃତ, ବାପା-ଭାଇ ଓ ସ୍ତ୍ରୀ ଗୁରୁତର

ପୁରୀ(କେନ୍ଯୁଜ୍): ପରିବାରର ୪ଜଣଙ୍କ ହତ୍ୟା ଉଦ୍ୟମ । ଅଣ୍ଟି ଛୁରୀ କାଟିଲା ଚଣ୍ଟି । ବଡ ପୁଅ ଆକ୍ରମଣରେ ଗଲା ମା'ର ଜୀବନ। ବାପା, ଭାଇ ଓ ସ୍ତ୍ରୀ ଗୁରୁତର। ତିନି ଗୁରୁତର ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଟ ସୁଭଦ୍ରା ନଗରରେ ଅଞ୍ଚଳରେ ।…

ଭୁବନେଶ୍ୱର ସୁନ୍ଦରପଦାରେ ମାଆକୁ ଦୁଇ ପୁଅ ହତ୍ୟା ଘଟଣା: ମିଳିଲା ବାପାଙ୍କ ପରିଚୟ, ୯ ବର୍ଷ ହେଲା ପୁରୀ ଜେଲରେ…

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦାରେ ମାଆକୁ ଦୁଇ ପୁଅ ହତ୍ୟା ଘଟଣାର ଅଧିକ ଖୋଳତାଡ କରୁଛି ପୋଲିସ । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସକୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହାରି ଭିତରେ ସାମନାକୁ ଆସିଛି ମୃତ ମହିଳାଙ୍କ ସ୍ୱାମୀଙ୍କ ପରିଚୟ । ସେ ହେଉଛନ୍ତି ଜଣେ ପେସାଦାର…

ମଦ୍ୟପ ପୁଅର ଛୁରା ମାଡରେ ଗଲା ବୃଦ୍ଧା ମାଆର ଜୀବନ, ଝିଅ ଓ ନାତି ଆହତ

କନ୍ଧମାଳ: ମଦ୍ୟପ ପୁଅର ଛୁରା ମାଡରେ ଗଲା ବୃଦ୍ଧ ମାଆର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବିଶିପଡା ଗ୍ରାମ ପଂଚାୟତର ବେହେରାପଦର ଗାଁରେ। ପୂର୍ବରୁ ମଟରସାଇକେଲ ଭଙ୍ଗାକୁ କେନ୍ଦ୍ର କରି ଗତକାଲି ଭାଗୀରଥି ବେହେରା ଗାଡିର ଟଙ୍କା ମାଗିବାକୁ ଆସି ଧମକ ଦେଇ…

ମଦ ପିଇବାକୁ ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣିଲା କୁଳାଙ୍ଗାର ପୁଅ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ…

କେନ୍ଦୁଝର : କୁଳାଙ୍ଗାର ପୁଅର ଟାଙ୍ଗିଆ ଚୋଟରେ ଗୁରୁତର ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ମୁଣ୍ଡା ସାହିରେ। ଏହି ସାହିରେ ରହୁଥିବା ପୁଅ ବୁଧୁ ବେଣ୍ଟକାର ମଦ ପିଇବା ପାଇଁ ମା ରଜନୀଙ୍କୁ ଟଙ୍କା ମାଗିଥିଲା । କିନ୍ତୁ ମଦ ପିଇବାକୁ ଟଙ୍କା…

ଭଦ୍ରକ : ମାଆକୁ ମାମୁଁ ଘର ନେଇଯାଉଥିଲା ପୁଅ, ବାଟରେ ମାରିଦେଲା ପିଟିପିଟି

ଭଦ୍ରକ (କେନ୍ୟୁଜ) : ଜନ୍ମକଲା ମାଆକୁ ମାରିଦେଲା କୁଳାଙ୍ଗାର ପୁଅ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ମାଆକୁ ମାରିଦେଲା ନୃଶଂସ ପୁଅ। କୁହାଯାଏ ମାଆର ସ୍ଥାନ ଅପୂରଣୀୟ। ଦୁନିଆରେ ଯେତେ ମୂଲ୍ୟ ଦେଲେ ବି ମାଆର ସ୍ଥାନକୁ ପୂରଣ କରାଯାଇପାରିବନାହିଁ। କିନ୍ତୁ ଏହି କଳିଯୁଗର ପୁଅ…

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘଟିଲା ଅଘଟଣ, ପୁଅର ଶାବଳ ମାଡ଼ରେ ଚାଲିଗଲା ମା’ର ଜୀବନ

ଯାଜପୁର ଟାଉନ(କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ପୁଅର ଶାବଳ ମାଡ଼ରେ ମାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗ୍ରାମରେ । ଏହି ଗ୍ରାମର ଲବଙ୍ଗ ସାହୁ ଏବଂ ତାଙ୍କ ପୁଅ ସୁବାଷଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି…