Below header

ପରିବାରର ୪ଜଣଙ୍କ ହତ୍ୟା ଉଦ୍ୟମ: ବଡ ପୁଅ ଆକ୍ରମଣରେ ମା’ ମୃତ, ବାପା-ଭାଇ ଓ ସ୍ତ୍ରୀ ଗୁରୁତର

ପୁରୀ(କେନ୍ଯୁଜ୍): ପରିବାରର ୪ଜଣଙ୍କ ହତ୍ୟା ଉଦ୍ୟମ । ଅଣ୍ଟି ଛୁରୀ କାଟିଲା ଚଣ୍ଟି । ବଡ ପୁଅ ଆକ୍ରମଣରେ ଗଲା ମା’ର ଜୀବନ। ବାପା, ଭାଇ ଓ ସ୍ତ୍ରୀ ଗୁରୁତର। ତିନି ଗୁରୁତର ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଟ ସୁଭଦ୍ରା ନଗରରେ ଅଞ୍ଚଳରେ । ଏନେଇ ସୂଚନା ପାଇ ତାଳବଣିଆ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ପୁଅକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.