Below header

ଲୁହା ରଡରେ ବାପାକୁ ହତ୍ୟା କରି ପୁଅର ଆତ୍ମହତ୍ୟା

ଚୌଦାର (କେନ୍ୟୁଜ୍) : ବାପାକୁ ହତ୍ୟା କରି ପୁଅର ଆତ୍ମହତ୍ୟା । ଚୌଦାରର ୧୧ ନଂ ଓ୍ଵାର୍ଡ ଅନ୍ତର୍ଗତ ଓଟିଏମ କଲୋନିର କାଳୁ ଚରଣ ବେହେରାଙ୍କ ପୁଅ ମୁନି ବେହେରା ଏକ ଲୁହା ରଡରେ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ କାଳୁଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା ପରେ ନିଜେ ଆତ୍ମହତ୍ୟାର ଉଦ୍ୟମ କରିଥିଲେ ମୁନି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.