Below header

କେନ୍ଦ୍ରାପଡା: ଘରେ ମାଂସ ରନ୍ଧା ଡେରି ହେବାରୁ ପୁଅର ଉଗ୍ର ରୂପ, କାଠ ଫାଳିଆରେ ବାପାକୁ ପିଟି ହତ୍ୟା

କେନ୍ଦ୍ରାପଡା(କେନ୍ୟୁଜ୍): ପୁଅର ମାଡରେ ବାପା ମୃତ । କେନ୍ଦ୍ରାପଡା ସଦର ଥାନା ଗୁଲନଗର ଗାଁର ପୁଅ ଜଗବନ୍ଧୁ ସେଠି ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ବାଡେଇବାରୁ ବାପା ଘନଶ୍ୟାମ ସେଠିଙ୍କର ମୃତ୍ୟୁ ହୋଇଛି । ଘରେ ମାଂସ ରନ୍ଧା ଡେରି ହେବାରୁ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇ ପରେ ଉଗ୍ର ରୂପ ନେଇଥିଲା । ଘଟଣାରେ ପୁଅ ଜଗବନ୍ଧୁଙ୍କୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.