Browsing Tag

son killed father

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ମା ଆହତ; ଅଭିଯୁକ୍ତ ଥାନାରେ ଅଟକ

ଦେବଗଡ଼ (କେନ୍ୟୁଜ): ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ପୁଅର ଠେଙ୍ଗା ମାଡ଼ରେ ବାପା ମୃତ ମା ଆହତ । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ମୃତକ ଗୁରୁଚରଣ କିସାନ। ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ଗତକାଲି…

କର୍ଣ୍ଣାଟକରେ ଶ୍ରଦ୍ଧା ଓ୍ଵାକର ଭଳି ହତ୍ୟାକାଣ୍ଡ, ବାପାକୁ ମାରିବା ପରେ ଶବକୁ ୩୦ ଖଣ୍ଡ କରି ବୋରୱେଲରେ ପକାଇଲା ପୁଅ

ଦିଲ୍ଲୀର ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ନିଜ ପ୍ରେମକୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଅଲଗା ଅଲଗା ସ୍ଥାନରେ ପକାଇଥିଲା ନୃଶଂସ ପ୍ରେମିକ ଆଫତାବ । ଏବେ ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲା ଭଳି ଭଳି କର୍ଣ୍ଣାଟକରେ ଆଉ ଏକ ମାମଲା ସାମ୍ନାକୁ ଆସିଛି…

ନାରକୀୟ କାଣ୍ଡ: ମା ପୁଅ ମିଶି ମାରିଦେଲେ ବାପାକୁ, ଶେଷରେ ନିଖୋଜ ହେବାର କଲେ ଅଭିଯୋଗ

ନୂଆଦିଲ୍ଲୀ : ବାପା ମାଙ୍କୁ ଭଗବାନ ବୋଲି କୁହାଯାଏ କିନ୍ତୁ ଆଜିକାଲି ସମୟରେ ପୁଅ ମାନେ ନିଜ ବାପାମାଆଙ୍କୁ ଦୁଃଖ ଦେବା ସହ ନିର୍ଯାତନା ଦେବା ଦେଖିବାକୁ ମିଳୁଛି। ବେଳେ ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଯେ ପୁଅ ପାଲଟି ଯାଉଛି ନର ରାକ୍ଷସ ଯିଏକି ନିଜ ବାପାଙ୍କୁ ହତ୍ୟା କରିବାକୁ ପଛାଉ…

ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ! ପୁଅର ଛୁରାମାଡ଼ରେ ବାପା ମୃତ

ଭଞ୍ଜନଗର(କେନ୍ୟୁଜ୍): ପୁଅର ଛୁରାମାଡ଼ରେ ବାପା ମୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢ଼ାଳ ଗାଁର ଅଭାବନୀୟ ଘଟଣା । ମୃତକ ହେଲେ ଦେବରାଜ ନାହାକ । ସୂଚନା ଅନୁଯାୟୀ, ଗତକାଲି ରାତିରେ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପୁଅର ଛୁରାମାଡ଼ ପରେ ଦେବରାଜଙ୍କୁ…

କୁଳ ବୁଡ଼ାଇଲା କୁଳନନ୍ଦନ: ମାତ୍ର ୯୦୦ ଟଙ୍କା ପାଇଁ ବାପାକୁ ପିଟି ପିଟି ମାରି ଦେଲା ପୁଅ

୯୦୦ ଟଙ୍କା ପାଇଁ ବାପାକୁ ଜୀବନରୁ ମାରି ଦେଲା ପୁଅ। ବାପା ପଇସା ଦେବାକୁ ମନା କରିବାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା ରାକ୍ଷସ ପୁଅ। ଏଭଳି ଏକ ହୃଦୟ ଥରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ। ଏଠାରେ ପୋଲିସ ଜଣେ ପିତୃହନ୍ତା ପୁଅକୁ ଗିରଫ କରିଛି। ବାପା ତାଙ୍କୁ…

ଆନନ୍ଦପୁର ମଦନପୁର ଗାଁରେ ଚାଞ୍ଚଲ୍ୟ, ଯବାନ ପୁଅର ଆକ୍ରମଣରେ ବାପା ମୃତ

ଆନନ୍ଦପୁର: ଯବାନ ପୁଅର ଆକ୍ରମଣରେ ବାପା ମୃତ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ । ଘରୋଇ କଳିକୁ ନେଇ ଆଇଟିବିପି ଯବାନ ରଞ୍ଜନ ଓଝା ବାପା ପ୍ରମୋଦ ଓଝାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ…

ଘୁଙ୍ଗୁଡ଼ି ଯୋଗୁ ନିଦ ଭାଙ୍ଗିଲା ବୋଲି ରାଗରେ ବାପାଙ୍କୁ ପିଟି ପିଟି ମାରି ଦେଲା କୁଳାଙ୍ଗାର ପୁଅ

ଶୋଇବା ବେଳେ ନିଜ ଅଜାଣତରେ ଲୋକମାନେ ଘୁଙ୍ଗୁଡ଼ି ମାରିବା ଏକ ସାଧାରଣ କଥା। କିନ୍ତୁ ଏହି ଘୁଙ୍ଗୁଡ଼ି ମାରିବା ଏବେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ଆଉ କେହି ପରଲୋକ ନୁହେଁ ବରଂ ନିଜ ପୁଅ ହିଁ ବାପାକୁ ଘୁଙ୍ଗୁଡ଼ି ମାରୁଥିବାରୁ ହତ୍ୟା କରିଛି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ପିଲିଭିତ…

ପାରିବାରିକ କଳହ ନେଲା ଉଗ୍ର ରୂପ: ପୁଅର ଟାଙ୍ଗିଆ ଚୋଟରେ ଗଲା ବାପାର ଜୀବନ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପେଜପାଣି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ଦୁର୍ମୁନ ଶବର l ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି l ପୋଲିସର ସୂଚନା ଅନୁଯାୟୀ, ଦୁର୍ମୁନ…

କି କଳି କାଳ ହେଲାରେ ଭାଇ, ନିଜ ଜନ୍ମ କଲା ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ

ଭୁବନେଶ୍ୱର (କେନ୍ୟୁଜ୍) : ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ପୋଲିସ ମୃତ ବିଜୟ ସ୍ୱାଇଁଙ୍କ ମୃତ ଦେହ ଜବତ କରିବା ସହ ଅଭିଯୁକ୍ତ ପୁଅ କୁନା ସ୍ୱାଇଁକୁ ଗିରଫ କରିଛି । ସୂଚନା ଅନୁସାରେ ସଂଧ୍ୟାରେ ହାଟକୁ ଯିବା…

କେନ୍ଦ୍ରାପଡା: ଘରେ ମାଂସ ରନ୍ଧା ଡେରି ହେବାରୁ ପୁଅର ଉଗ୍ର ରୂପ, କାଠ ଫାଳିଆରେ ବାପାକୁ ପିଟି ହତ୍ୟା

କେନ୍ଦ୍ରାପଡା(କେନ୍ୟୁଜ୍): ପୁଅର ମାଡରେ ବାପା ମୃତ । କେନ୍ଦ୍ରାପଡା ସଦର ଥାନା ଗୁଲନଗର ଗାଁର ପୁଅ ଜଗବନ୍ଧୁ ସେଠି ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ବାଡେଇବାରୁ ବାପା ଘନଶ୍ୟାମ ସେଠିଙ୍କର ମୃତ୍ୟୁ ହୋଇଛି । ଘରେ ମାଂସ ରନ୍ଧା ଡେରି ହେବାରୁ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇ ପରେ ଉଗ୍ର…

କେନ୍ଦୁଝର ସିଂହପୁର ଗାଁରେ ଲୋମହର୍ଷଣକାରୀ ଘଟଣା, ବାପାକୁ ହାଣି ହତ୍ୟା କଲା ସଇତାନ ପୁଅ

କେନ୍ଦୁଝର(କେନ୍ୟୁଜ୍): ବାପାକୁ ହାଣି ହତ୍ୟା କଲା ସଇତାନ ପୁଅ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସିଂହପୁର ଗାଁରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ପାରିବାରିକ କଳହ କାରଣରୁ ବାପାକୁ କୋଦାଳରେ ହାଣି ହତ୍ୟା କଲା ପୁଅ। ମୃତକ ଗୋପାଳ ସାହୁଙ୍କ ସହ ପୁଅ ମଦନ ସାହୁ ଅନେକ ସମୟରେ କଳହ…

ପବଜି ଗେମ୍‌ ଖେଳିବାକୁ ବାରଣ କରିବା ପଡିଲା ମହଙ୍ଗା, ପିତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ

ବେଙ୍ଗାଲୁରୁ : ପବଜି ଖେଳିବା ଆଜିକାଲି ଯୁବପିଢିଙ୍କ ପାଇଁ ବେଶ୍‌ ସଉକ ଖେଳ ପାଲଟିଛି। ପିଲାମାନେ ଭୋକ ଶୋଷ ଭୁଲି ଏହି ଗେମ୍‌କୁ ଖେଳିବାରେ ମାତିପଡିଛନ୍ତି । ଏହି ଗେମ୍‌ ଖେଳିବା ଯୋଗୁଁ ସେମାନଙ୍କ ପାଠ ପଢା କ୍ୟାରିଅର ଉପରେ ମଧ୍ୟ ବେଶ୍‌ ପ୍ରଭାବ ପଡୁଛି। କିନ୍ତୁ ଏହି ଖେଳ ପାଇଁ ୨୫ ବର୍ଷୀୟ…