Below header
Browsing Tag

son killed father

କୁଳାଙ୍ଗାର ପୁଅ, ଟାଙ୍ଗିଆ ଚୋଟରେ ମାରିଦେଲା ବାପାକୁ

ସୋର (କେନ୍ୟୁଜ୍) : ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ତେଣ୍ଟିଇ ବେହେରାସାହିରେ । ଗାଁର ଜୟକୃଷ୍ଣ ମଲ୍ଲିକଙ୍କ ବଡ଼ ପୁଅ ଶରତ ମଲ୍ଲିକଙ୍କ ମଦ ବେପାରକୁ ବିରୋଧ କରୁଥିଲେ । ବାପା ରାତିରେ ଶୋଇଥିବା ବେଳେ ପୁଅ ଏକ ଭୁଜାଲିରେ ବାପାର ବାମପଟ ଛାତିକୁ…

କଳିଯୁଗର କୁଳାଙ୍ଗାର ପୁଅ, ମୋବାଇଲ୍ ନଦେବାରୁ ମାରିଦେଲା ବାପାଙ୍କୁ

ଗଞ୍ଜାମ(କେନ୍ୟୁଜ୍): ମୋବାଇଲ୍ ପାଇଁ ବାପାକୁ ମାରିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗଉଡ଼ିଆବୋରଦା ଗାଁରେ । ପୁଅର ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ହେଉଛି ରାମ ମହାରଥୀ । ସୂଚନା ଅନୁଯାୟୀ, ରାମ ଗତ ୩ ଦିନ ହେଲା ପୁଅ ସଞ୍ଜୟକୁ ମୋବାଇଲ ନ…

ଯାଜପୁର : ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

ଭୁବନେଶ୍ବର : ପବିତ୍ର ସଂପର୍କରେ ପାପର ଛିଟା । ପୁଅର ଠେଙ୍ଗା ମାଡ଼ରେ ବାପା ମୃତ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାର ସାହି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ ରାଧେଶ୍ୟାମ ବେହେରା । ଏକ ବିବଦାୟୀ ଜମିକୁ ନେଇ ବାପାଙ୍କ ସହ ସାନ ପୁଅ ପ୍ରମୋଦ ବେହେରାଙ୍କର ବହୁ ଦିନ ହେବ…