Below header

ଜନ୍ମଦାତ୍ରୀକୁ ହତ୍ୟା : ମାଆକୁ ମାରିଲା ପୁଅ

କଳାହାଣ୍ଡି (କେନ୍ୟୁଜ୍ ) :ନିଜ ମାଆକୁ ହତ୍ୟା କରିଛି ପୁଅ। ପ୍ରମାଣ ନଷ୍ଟ କରିବା ପାଇଁ ମାଟି ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ। ମୃତକ ହେଲେ ତୁନଗାଁର ଲଙ୍କା ବେଓ୍ଵା। ଏହି ଘଟଣା ପରେ ଲଙ୍କା ବେଓ୍ଵାଙ୍କ ପୁଅ ରମେଶ ବେମାଳ ଫେରାର୍ ହୋଇ ଯାଇଛି। ଗତ ମାସ ୨୫ ତାରିଖରେ ରମେଶ ନିଜ ମାଆଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଭବାନୀପାଟଣା ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହକୁ ମାଟି ତଳୁ ଉଦ୍ଧାର କରିବା ପରେ ଘଟଣାର ଖୋଳତାଡ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.