Below header

ଆଉ ଦୁଇ ବର୍ଷ ପାଇଁ ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ବରେ ରହିବେ ଅଭୟ, ୨୦୨୧ ଜୁନ୍‌ ୩୦ ତାରିଖରେ ନେଇ ଥାଆନ୍ତେ ଅବସର

କେନ୍ୟୁଜ୍(ବ୍ୟୁରୋ):  ଦୁଇ ବର୍ଷ ପାଇଁ ରାଜ୍ୟ ପୋଲିସ ଡିଜି ନିଯୁକ୍ତ ହେଲେ ଅଭୟ । ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଡିଜି ଭାବରେ ନିଯୁକ୍ତି ଦିଆଯାଇଛି । ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ନଭେମ୍ବର ୨୦ ତାରିଖରେ ଅଭୟଙ୍କୁ ଡିଜି ଭାବରେ ନିଯୁକ୍ତି ମିଳିଥିଲା । ଏହାପରେ ସେ ଡିସେମ୍ବର ୯ ତାରିଖରେ କାର୍ଯ୍ୟଭାର ସମ୍ଭାଳିଥିଲେ । ୨୦୨୧ ଜୁନ୍‌ ୩୦ ତାରିଖରେ ଅବସର ନେଇ ଥାଆନ୍ତେ ଅଭୟ । କିନ୍ତୁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.