Browsing Tag

odisha dgp abhay

ମାଲକାନଗିରି ଗସ୍ତରେ ଡିଜିପି: ତୁଳସୀ ପାହାଡ଼ରେ ଏନକାଉଣ୍ଟର ପରେ ଆଜି ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଗସ୍ତରେ ଡିଜିପି। ତୁଳସୀ ପାହାଡ଼ରେ ଏନକାଉଣ୍ଟର ପରେ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ। ଗତକାଲି ଦିନ ତମାମ ଜଙ୍ଗଲରେ ଚାଲିଥିଲା କମ୍ବିଂ ଅପରେସନ୍‌। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଡିଜିପି। କାଲି ପୋଲିସ ଗୁଳିରେ ଟଳିଥିଲେ ୨ ମହିଳାଙ୍କ…

ମାଲକାନଗିରିର ହନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାମ୍ପ‌ରେ DGP ଅଭୟ, ବିଭିନ୍ନ ଦିଗକୁ ନେଇ କରିଛନ୍ତି ଆଲୋଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାଂପ୍‌ରେ DGP ଅଭୟ । ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ରଣନୀତିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଏବଂ ବିକାଶ କାର୍ଯ୍ୟକୁ କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ପୋଲିସ ଡିଜି ଆଲୋଚନା କରିଛନ୍ତି। ଆଲୋଚନାରେ…

ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଲକ ଡାଉନ ସ୍ଥିତି ସମୀକ୍ଷା କଲେ ଓଡିଶା ପୋଲିସ ଡିଜି ଅଭୟ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ। ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ଖଲିକୋଟରେ ପହଞ୍ଚି ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି DGP। ଖଲିକୋଟ ଥାନା ମଧ୍ୟ ପରିଦର୍ଶନ କରିଛନ୍ତି। ଖଲ୍ଲିକୋଟ ଟୋଲ୍‌ ଗେଟ୍‌ରେ ଓହ୍ଲାଇ ସମୀକ୍ଷା କରିବା ପରେ ଖଲ୍ଲିକୋଟ ଥାନା,…

ଆଉ ଦୁଇ ବର୍ଷ ପାଇଁ ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ବରେ ରହିବେ ଅଭୟ, ୨୦୨୧ ଜୁନ୍‌ ୩୦ ତାରିଖରେ ନେଇ ଥାଆନ୍ତେ ଅବସର

କେନ୍ୟୁଜ୍(ବ୍ୟୁରୋ):  ଦୁଇ ବର୍ଷ ପାଇଁ ରାଜ୍ୟ ପୋଲିସ ଡିଜି ନିଯୁକ୍ତ ହେଲେ ଅଭୟ । ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଡିଜି ଭାବରେ ନିଯୁକ୍ତି ଦିଆଯାଇଛି । ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ନଭେମ୍ବର ୨୦ ତାରିଖରେ ଅଭୟଙ୍କୁ ଡିଜି ଭାବରେ ନିଯୁକ୍ତି…

ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ପୋଲିସ: ଡିଜିପି କହିଲେ, 5T ଓ ମୋ ସରକାରର ସଫଳତା ନେଇ ଓଡ଼ିଶା ପୋଲିସ ପ୍ରତିବଦ୍ଧ

ଭୁବନେଶ୍ବର: ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ପୋଲିସ। 5T ଓ ମୋ ସରକାରର ସଫଳତା ନେଇ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବ ଓଡ଼ିଶା ପୋଲିସ। ନୂଆବର୍ଷ ପୂର୍ବରୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ଏହା କହିଛନ୍ତି ପୋଲିସ ଡିଜି ଅଭୟ। ୨୦୧୯ ବର୍ଷରେ ଓଡ଼ିଶା ପୋଲିସ ବିଭିନ୍ନ ଦୃଷ୍ଟିରୁ ବେଶ ଭଲ…

ପୋଲିସ ଡିଜି ଅଭୟଙ୍କ ପୁରୀ ଶ୍ରୀମନ୍ଦିର ଗସ୍ତ, ଦାୟିତ୍ୱ ଗ୍ରହଣ ପରେ କଲେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା

ପୁରୀ: ପୋଲିସ ଡିଜି ଅଭୟଙ୍କ ପୁରୀ ଶ୍ରୀମନ୍ଦିର ଗସ୍ତ। ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସକାଳ ୭ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପୋଲିସ ଡିଜି ପହଞ୍ଚିବା ପରେ ପୁରୀ ଏସପି ଉମାଶଙ୍କର ଦାସ ତାଙ୍କୁ ସ୍ୱାଗତ…