Below header

ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର କ୍ୟାମ୍ପେନର ତାଲିକା, ତିନି ଦଳ ପକ୍ଷରୁ ୪୦ଜଣ ଷ୍ଟାର କ୍ୟାମ୍ପେନର କରିବେ ପ୍ରଚାର

ବିଜେପୁର ଉପନିର୍ବାଚନ ପାଇଁ ତିନି ଦଳର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ। ତିନି ଦଳ ପକ୍ଷରୁ ୪୦ଜଣ ଲେଖାଏଁ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ ପାଇଛି। ବିଜେଡି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠା ନେତା ପ୍ରଚାର ତାଲିକାରେ ରହିଥିବା ବେଳେ କଂଗ୍ରେସ ତାଲିକାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ରହିଛନ୍ତି। ବିଜେପି ତାଲିକାରେ ଦଳ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନ଼ଡ୍ଡାଙ୍କ ସହ ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.