Below header

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଭିଡିଓ କନଫରେନ୍‌ସିଂରେ ହେବ ଆଲୋଚନା

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂରେ ସନ୍ଧ୍ୟା ୭ଟା ୪୫ରେ ହେବ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିପାରେ । ବିଶେଷ କରି ରଥଯାତ୍ରା ଆୟୋଜନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି । ତେବେ ସୂଚନା ଥାଉକି, କରୋନା ପାଇଁ ବର୍ତ୍ତମାନ ପ୍ରାୟତଃ ସମସ୍ତ ବୈଠକ ଭିଡିଓ କନଫରେନ୍‌ସିଂରେ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.