ରାଜ୍ୟରେ ଦିଆସରିଛି ୧କୋଟି ୮୬ ଲକ୍ଷ ଡୋଜ୍‌, ଏବେ ଗ୍ରାମାଞ୍ଚଳରେ ଟିକାକରଣକୁ ଗୁରୁତ୍ୱ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧କୋଟି ୮୬ ଲକ୍ଷ ଡୋଜ୍‌ ଦିଆସରିଛି। ୪୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ଟିକା ନେଇ ସାରିଲେଣି। ଗ୍ରାମାଞ୍ଚଳରେ ଯିବା ଆସିବା ପାଇଁ ଅସୁବିଧା ହେଉଥିବା ଅଞ୍ଚଳରେ ଆବଶ୍ୟକ ପଡିଲେ ମୋବାଇଲ୍‌ ଟିମ୍‌ ମାଧ୍ୟମରେ ଟିକାକରଣ କରାଯିବ।

ଏବେ ଗ୍ରାମାଞ୍ଚଳକୁ ଟିକାକରଣରେ ଗୁରୁତ୍ୱ ଦିଆଯାଉଛି। ଦରକାର ପଡିଲେ ଗ୍ରାମାଞ୍ଚଳରେ ଆହୁରି ଟିକାକରଣ କେନ୍ଦ୍ର ବଢିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.