Below header

ମାହାଙ୍ଗା ଅଞ୍ଚଳରୁ ସଂକୀର୍ତ୍ତନ ଗାୟକ ଗଙ୍ଗାଧର ସାହୁଙ୍କ ଘରୁ ଚୋରି

ମାହାଙ୍ଗା (କେ ନ୍ୟୁଜ) : କଟକ ଜିଲ୍ଲା ମାହାଙ୍ଗା ଥାନା ବନଗୁରିଆ ଗ୍ରାମର ଜଣାଶୁଣା ସଂକୀର୍ତ୍ତନ ଗାୟକ ଗଙ୍ଗାଧର ସାହୁଙ୍କ ଘରେ ଲୁଟେରା ପଶି ଚୋରି କରିନେଇଯାଇଛନ୍ତି। ଏକ ଆଜବେଷ୍ଟସ ଘରେ ଥିବା ଟ୍ରଙ୍କ ଭିତରେ ଥିବା ସୁନା ମଙ୍ଗଳସୂତ୍ର, କାନଫୁଲ, ନଗଦ ପଚିଶି ହଜାରରୁ ଉର୍ଦ୍ଧ୍ୱ ଟଙ୍କା ରଖିଥିଲେ। ତେବେ ଘରର ଝଞ୍ଜିର ତାଡି ଚୋରମାନେ ଏସବୁ ଜିନିଷ ଲୁଟି ନେଇଥିବା କୁମୁଡା ଜୟପୁର ଫାଣ୍ଡିରେ ଏତଲା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.