Below header

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ବାତ୍ୟା !, ଡିପ ଡିପ୍ରେସନ ନେଇ ପାରେ ବାତ୍ୟାର ରୂପ

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ବାତ୍ୟା !। ଡିପ ଡିପ୍ରେସନ ନେଇ ପାରେ ବାତ୍ୟାର ରୂପ । ଗଭୀର ଅବପାତ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ପାରାଦ୍ବୀପଠାରୁ ଦକ୍ଷିଣରେ ୪୦୦ କିମି ଦୂରରେ ରହିଛି।

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ବାତ୍ୟା !। ଡିପ ଡିପ୍ରେସନ ନେଇ ପାରେ ବାତ୍ୟାର ରୂପ । ଗଭୀର ଅବପାତ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ପାରାଦ୍ବୀପଠାରୁ ଦକ୍ଷିଣରେ ୪୦୦ କିମି ଦୂରରେ ରହିଛି।

ତାପରେ ରିକର୍ଭ କରିବ ଓ ଆସନ୍ତା ୨ ଦିନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ବାଂଲାଦେଶ ଉପକୂଳ ମୁହାଁଇବ । ୨୫ ତାରିଖ ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା ହମୁନ୍ ।

ଏହାର ପ୍ରଭାବରେ ଆଜିଠୁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଓ ୨୫ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.