Browsing Tag

cyclone storm

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ ଗତି କରି ଆସନ୍ତାକାଲି ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଅଧିକ ଘନୀଭୂତର ସମ୍ଭାବନା ରହିଛି । ୨୫ ତାରିଖ ସଂଧ୍ୟା ସୁଦ୍ଧା…

ଆମେରିକାରେ ପ୍ରବଳ ଝଡ ତୋଫାନ: ୬ ମୃତ, ୨୦ରୁ ଅଧିକ ଆହତ

ଆମେରିକାର ମଧ୍ୟ ଟେନେସିରେ ଭୟଙ୍କର ଝଡ ତୋଫାନ । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ତୋଫାନ କାରଣରୁ ଅନେକ ସହରରେ ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଯାତାୟତରେ ବାଧା ଉପୁଜିଛି । ମଣ୍ଟଗୋମେରୀ କାଉଣ୍ଟି ଅଧିକାରୀମାନେ କହିଛନ୍ତି ଯେ, କାଉଣ୍ଟିରେ ଝଡ…

ଲଘୁଚାପ ନେଇପାରେ ବାତ୍ୟାର ରୂପ ! ୧୬ ତାରିଖ ବେଳକୁ ଅଧିକ ହେବ ଘନୀଭୂତ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଲଘୁଚାପ ନେଇପାରେ ବାତ୍ୟାର ରୂପ । ସାଇକ୍ଲୋନିକ ଷ୍ଟର୍ମ ନେଇ ପୂର୍ବାନୁମାନ କରିଛନ୍ତି ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ । ସେ ପୂର୍ବାନୁମାନ କରିଛନ୍ତି, ଆସନ୍ତା ସପ୍ତାହ ଆରମ୍ଭରେ ବଙ୍ଗୋପସାଗରରେ ଏକ…

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ବାତ୍ୟା !, ଡିପ ଡିପ୍ରେସନ ନେଇ ପାରେ ବାତ୍ୟାର ରୂପ

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ବାତ୍ୟା !। ଡିପ ଡିପ୍ରେସନ ନେଇ ପାରେ ବାତ୍ୟାର ରୂପ । ଗଭୀର ଅବପାତ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ପାରାଦ୍ବୀପଠାରୁ ଦକ୍ଷିଣରେ ୪୦୦ କିମି ଦୂରରେ ରହିଛି। ତାପରେ ରିକର୍ଭ କରିବ ଓ ଆସନ୍ତା ୨ ଦିନ ଉତ୍ତର-ଉତ୍ତର ପୂର୍ବ ଦିଗରେ…

ଆସୁଛି ବାତ୍ୟା : ଆରବସାଗରରେ ଅବପାତର ରୂପ ନେଲା ଲଘୁଚାପ

(କେନ୍ୟୁଜ): ଆସୁଛି ବାତ୍ୟା । ଆରବସାଗରରେ ଦାନା ବାନ୍ଧିବ ସାଇକ୍ଲୋନ୍‌ । ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ଲଘୁଚାପ ଆଜି ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଉତ୍ତର ଦିଗରେ ଗିତି କରିବ ଡିପ୍ରେସନ୍‌ । ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ବାତ୍ୟାର ରୂପ ନେଇପାରେ…