Below header

ବାଲେଶ୍ୱର: ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ଅଘଟଣ, ଇଟା ବୋଝେଇ ଅଟୋ ଓଲଟି ଛାତ୍ର ମୃତ

ବାଲେଶ୍ୱର: ଇଟା ବୋଝେଇ ଅଟୋ ଓଲଟି ଛାତ୍ର ମୃତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ଘଟିଛି ଘଟଣା । ମୃତକ ଜଣଙ୍କ ଜଳେଶ୍ୱର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ସବ୍ୟସାଚ୍ଚୀ ବେହେରା । ରେଳ ଫାଟକ ପାରି ହେଉଥିବା ସମୟରେ ଏକ ଇଟା ବୋଝେଇ ଅଟୋ ଚାଳକ ସବ୍ୟସାଚୀଙ୍କୁ ପଛରୁ ଠେଲିବା ପାଇଁ କହିଥିଲେ । ଅଟୋଟି ଭାରସାମ୍ୟ ହରାଇ ସବ୍ୟସାଚୀଙ୍କ ଉପରେ ଓଲଟି ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.