ନଦୀରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ, କାନ୍ଦୁଛି ପରିବାର
ଆନନ୍ଦପୁର: ସାଙ୍ଗମାନଙ୍କ ସହିତ ବୁଲି ଯାଇଥିଲେ ହେଲେ ନଦୀରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ । ପୁଅକୁ ହରାଇ କାନ୍ଦୁଛି ପରିବାର । ପୁଅ ଏମିତି ଅବେଳରେ ଚାଲିଯିବ, କିଏ ବା ଜାଣିଥିଲା । କିନ୍ତୁ ଦଇବ ଦାଉ ସାଜିଲା ଭଳି ବାପା ମା’ଙ୍କ କୋଳରୁ ପୁଅକୁ ଛଡ଼ାଇନେଲା ।..ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି…