ଘର ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ମୃତ ଯୁବତୀ ଜଣେ ଆଇନ ଛାତ୍ରୀ । କଟକ ମାଲଗୋଦାମ ଥାନା ଅନ୍ତର୍ଗତ ମୁରାଦ ଖାଁ ପାଟଣା ଅଞ୍ଚଳ ରେ ଭଡାରେ ରହୁଥିଲେ ଛାତ୍ରୀ ।

କଟକ : ଘର ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବତୀ ଜଣେ ଆଇନ ଛାତ୍ରୀ। କଟକ ମାଲଗୋଦାମ ଥାନା ଅନ୍ତର୍ଗତ ମୁରାଦ ଖାଁ ପାଟଣା ଅଞ୍ଚଳରେ ଭଡାରେ ରହୁଥିଲେ ଛାତ୍ରୀ । ମୃତ ଛାତ୍ରୀଙ୍କ ଘର ରାଉରକେଲା । ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଏସ ସି ବି ପଠାଇଲା ମାଲଗୋଦାମ ଥାନା ପୋଲିସ । ମୃତ୍ୟର କାରଣ ଜଣାପଡି ନାହିଁ । ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.