ଭୀମଭୋଇ ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ ଘଟଣା, ତଦନ୍ତ ପାଇଁ ଆଜି ବଲାଙ୍ଗିର ଆସୁଛି NHRC ଟିମ୍‌

ବଲାଙ୍ଗିର(କେନ୍ୟୁଜ): ଭୀମଭୋଇ ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ବଲାଙ୍ଗିର ଆସୁଛି NHRC ଟିମ୍‌। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣାରେ ଆଜି ସଂନ୍ଧ୍ୟାରେ ତଦନ୍ତ ପାଇଁ ଆସିବେ NHRC ଟିମ୍‌ ।

ଗତ ଏପ୍ରିଲ ୨୨ରେ ଛାତରୁ ପଡି ନିଶାନ୍ତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ତଦନ୍ତ ପାଇଁ ନିଶାନ୍ତଙ୍କ ବାପା NHRCରେ ପିଟିସନ୍‌ ଦାଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.