Browsing Tag

student death

ଚିକିତ୍ସା ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ମେଡିକାଲ୍‌ ସୁପରି‌ଟେଣ୍ଡେଣ୍ଟଙ୍କୁ ମାଡ଼ ମାରି ପୋଷାକ…

ବାରିପଦା : କେତେବେଳେ ସେ ଦ୍ୱିତୀୟ ଭଗବାନ ତ ପୁଣି କେତେବେଳେ ଶଇତାନ୍‌ । ଆମ ରାଜ୍ୟରେ ଏଭଳି ଭାବେ ଡାକ୍ତରଙ୍କ ସ୍ଥିତି । ରୋଗୀଟି ମରିଗଲେ ଯଦି କେଉଁଠି କିଛି ତ୍ରୁଟି ବିଚ୍ୟୁତି ରହିଲା ତେବେ ଦୋଷ ହେଉଛି ଡାକ୍ତରଙ୍କର । କେତେବେଳେ ଭୁଲ ଥାଏ କେତେବେଳେ ନଥାଏ । ହେଲେ ଆବେଗ ଓ ଆକ୍ରୋଶରେ ରୋଗୀ…

ବାଲେଶ୍ୱର: ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ଅଘଟଣ, ଇଟା ବୋଝେଇ ଅଟୋ ଓଲଟି ଛାତ୍ର ମୃତ

ବାଲେଶ୍ୱର: ଇଟା ବୋଝେଇ ଅଟୋ ଓଲଟି ଛାତ୍ର ମୃତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ଘଟିଛି ଘଟଣା । ମୃତକ ଜଣଙ୍କ ଜଳେଶ୍ୱର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ସବ୍ୟସାଚ୍ଚୀ ବେହେରା । ରେଳ ଫାଟକ ପାରି ହେଉଥିବା ସମୟରେ ଏକ ଇଟା ବୋଝେଇ ଅଟୋ ଚାଳକ ସବ୍ୟସାଚୀଙ୍କୁ ପଛରୁ…

ଛାତ୍ରୀ ମୃତ୍ୟୁକୁ ନେଇ ଘଟଗାଁରେ ଉତ୍ତେଜନା, ସ୍କୁଲ ପକ୍ଷରୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇନଥିବା ଅଭିଯୋଗ

କେନ୍ଦୁଝର: ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା। ସ୍କୁଲ ଆଗରେ ମୃତଦେହ ରଖି ପରିବାର ଓ ଗ୍ରାମବାସୀଙ୍କ ବିକ୍ଷୋଭ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମସିଣାଯୋଡ଼ି ଏଜୁକେସନାଲ କମ୍ପ୍ଲେକ୍ସ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗତକାଲି ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସ୍କୁଲ ପକ୍ଷରୁ ତାଙ୍କୁ ଉପଯୁକ୍ତ…

ବାଲେଶ୍ୱର: ସପ୍ତମ ଶ୍ରେଣୀର ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣା, ଦୀର୍ଘ ୯ ଘଣ୍ଟା ପରେ ମୁକୁଳିଲେ ଅଟକ ଥିବା ସ୍କୁଲ ଶିକ୍ଷକ ଓ…

ବାଲେଶ୍ୱର(କେନ୍ୟୁଜ୍) : ଦୀର୍ଘ ୯ଘଣ୍ଟା ପରେ ମୁକୁଳିଲେ ଅଟକ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନାର ରଟିଣା ପଞ୍ଚାୟତ ନୋଡାଲ ହାଇସ୍କୁଲର ସପ୍ତମ ଶ୍ରେଣୀର ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଅଟକ ରଖିଥିଲେ…

କଳାହାଣ୍ଡି: ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆଖି ବୁଜିଲେ ପଞ୍ଚମ ଶ୍ରେଣୀର ଛାତ୍ର

କଳାହାଣ୍ଡି(କେନ୍ୟୁଜ୍): ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆଖି ବୁଜିଲେ ପଞ୍ଚମ ଶ୍ରେଣୀ ଛାତ୍ର ଆଶିଷ ମାଝୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ସରକାରୀ ଆବାସିକ ବିଦ୍ୟାଳୟରେ ପଢୁଥିବା ଆଶିଷ ଅସୁସ୍ଥ ଥିଲେ । ତେବେ ସ୍କୁଲ କତ୍ତୃପକ୍ଷ ଚିକିତ୍ସା କରିନଥିବା ମୃତକଙ୍କ…

ଡିଜେଲ ପିଇ ୫ବର୍ଷ ଛାତ୍ରର ମୃତ୍ୟୁ

ଗଞ୍ଜାମ(କେନ୍ଯୁଜ୍): ଡିଜେଲ ପିଇ ୫ ବର୍ଷ ଛାତ୍ରର ମୃତ୍ୟୁ  ହୋଇଥିବା ଖବର ମିଳିଛି । ଘଟଣା ଘଟିଛି ଗଞ୍ଜାମ ଶେରଗଡ଼ କାଳିଆଘାଇ ଗାଁରେ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଅମିତ କୁମାର ରେଡ୍ଡି । ଗୁରୁତର ଭାବେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି…

ସ୍କୁଲ ପାଖ କୂଅରେ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ବରଗଡ଼ : ଷଷ୍ଠ ଶ୍ରେଣୀରେ ଫଢୁଥିଲା ରସିତା । ସ୍କୁଲକୁ ଯାଇଥିଲା ପାଠ ପଢ଼ିବାକୁ । ହେଲେ ଆଉ ଘରକୁ ଫେରି ପାରିଲାନି । ସ୍କୁଲ ପାଖ ଗଭୀର କୂଅରେ ପଡ଼ି ମୃତ୍ୟୁ ଘଟିଛି ରସିତା ପଟେଲର । ବରଗଡ଼ ଜିଲ୍ଲା ଆମ୍ବାଭୋନା ଥାନା ଅନ୍ତର୍ଗତ ପ୍ରକାଶପୁରରେ ଘଟିଛି ଏହି ଦୁଃଖଦ ଘଟଣା । ବ୍ଲକ୍‌ କଲୋନୀ ପ୍ରାଥମିକ…

କେନ୍ଦ୍ରାପଡ଼ା: ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା

କେନ୍ଦ୍ରାପଡ଼ା: ଧନିଆପଡ଼ା ଗାଁରେ ପୋଖରୀରେ ବୁଡ଼ି ଛାତ୍ରୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବଜ୍ରମହାକାଳୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନବାଳା ବେହେରା ନିଲମ୍ବିତ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରଧାନ…