Below header

ଡିଜେଲ ପିଇ ୫ବର୍ଷ ଛାତ୍ରର ମୃତ୍ୟୁ

ଗଞ୍ଜାମ(କେନ୍ଯୁଜ୍): ଡିଜେଲ ପିଇ ୫ ବର୍ଷ ଛାତ୍ରର ମୃତ୍ୟୁ  ହୋଇଥିବା ଖବର ମିଳିଛି । ଘଟଣା ଘଟିଛି ଗଞ୍ଜାମ ଶେରଗଡ଼ କାଳିଆଘାଇ ଗାଁରେ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଅମିତ କୁମାର ରେଡ୍ଡି । ଗୁରୁତର ଭାବେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.