ଗଜପତିରେ ଦୁଃସାହାସିକ କ୍ରୀଡାର କ୍ରେଜ୍‌, ଏସପିଙ୍କ ସହ ଛାତ୍ରଛାତ୍ରୀ ଚଢ଼ିଲେ ପର୍ବତ

ଗଜପତି(କେନ୍ୟୁଜ୍): ଗଜପତିରେ ଦୁଃଶାସିକ କ୍ରୀଡାର କ୍ରେଜ୍‌ । ଏସପିଙ୍କ ସହ ଛାତ୍ରଛାତ୍ରୀ ପର୍ବତ ଚଢ଼ିଲେ । ଗଜପତି ଏସପି ସାରା ଶର୍ମା ଓ ଛାତ୍ରଛାତ୍ରୀ ମାନେ ପାରଳାଖେମୁଣ୍ଡିରୁ ବାହାରି ମହେନ୍ଦ୍ରଗିରି ପର୍ବତମାଳାର ପାଦଦେଶରେ ପହଁଚିଥିଲେ । ପ୍ରାୟ ୭କିଲୋମିଟର ସଫଳତାର ସହ ସମସ୍ତେ ପର୍ବତ ଚଢ଼ିଥିଲେ । ମହେନ୍ଦ୍ରଗିରି ଶିଖରରେ ପହଁଚିବା ପରେ ପର୍ବତାରୋହୀଙ୍କୁ ପୌରାଣିକ କଥା ଶୁଣାଇଥିଲେ ଏସପି । ପ୍ରଥମ ଥର ଜିଲ୍ଲାରେ ଏଭଳି ଆୟୋଜନ କରାଯାଇଥିବାରୁ ଏହାକୁ ସ୍ୱାଗତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.