କଟକ ଓଏମପି ଓଭର ବ୍ରିଜ ଉପରେ ହଠାତ୍ ମୋ ବସରେ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

କଟକ :ଗତକାଲି କଟକ ଓଏମପି ଓଭର ବ୍ରିଜ ଉପରେ ଏକ ମୋ ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ସଟ୍ ସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଇଛି।

ଦେଖନ୍ତୁ ଭିଡଓ:

ବସରେ ୪ଜଣ ପ୍ୟାସେଞ୍ଜର ଥିବା ସୂଚନା ମିଳିଛି। ତେବେ କାହାର ବି କିଛି କ୍ଷତି ହୋଇନାହିଁ। ଉପସ୍ଥିତି ବୁଦ୍ଧି ଖଟାଇ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ବସ କଣ୍ଡକ୍ଟର ଓ ଡ୍ରାଇଭର। ବସଟି ଜଗତପୁରରୁ ବରମୁଣ୍ଡl ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ତେବେ ଠିକ ସମୟରେ ଗୋଟେ ବଡ଼ ଦୁର୍ଘଟଣାରୁ ରୋକା ଯାଇପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.