Below header

ଭୁବନେଶ୍ୱରକୁ ମିଳିଲା ପ୍ରଥମ ମହିଳା ମେୟର, ୬୧ ହଜାରରୁ ଅଧିକ ଖଣ୍ଡ ଭୋଟରେ ଜିତିଲେ ବିଜେଡିର ସୁଲୋଚନା ଦାସ

ଭୁବନେଶ୍ୱର(କେ ନ୍ୟୁଜ):  ଭୁବନେଶ୍ୱର ମେୟର ପଦ ଜିତିଲେ ବିଜେଡିର ସୁଲୋଚନା ଦାସ । ୬୧ ହଜାରରୁ ଅଧିକ ଖଣ୍ଡ ଭୋଟରେ ବିଜୟୀ ହେଲେ ସୁଲୋଚନା ଦାସ । ନିଜ ନିକଟତମ ପ୍ରତିଦ୍ବନ୍ଦୀ ସୁନୀତି ମୁଣ୍ଡଙ୍କ ଠାରୁ ୬୧, ୦୬୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଯେବେକି କଂଗ୍ରେସର ମଧୁସ୍ମିତାଙ୍କୁ ୧୧ ହଜାର ୬ ଖଣ୍ଡ ଭୋଟ ମିଳିଛି । କହିରଖିବା ଉଚିତ ହେବକି ସୁଲୋଚନା ଭୁବନେଶ୍ୱରର ପ୍ରଥମ ମହିଳା ମେୟର ହେବେ ।କୁ ମିଳିଲା ପ୍ରଥମ ମହିଳା ମେୟର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.